ନୂଆ ଖୁଲାସା:ସମଲିଙ୍ଗି ବିବାହ ପାଇଁ ଲଢି ଏହାକୁ ପ୍ରଚଳିତ କରିଥିବା ଦୁଇ ସୁପ୍ରିମ କୋର୍ଟ ଓକିଲ ମଧ୍ୟ ସମଲିଙ୍ଗି ଯୋଡ଼ି

ସୁପ୍ରିମ କୋର୍ଟ ରେ ସମଲିଙ୍ଗି ବିବାହ ପାଇଁ ଲଢି ଏହାକୁ ସିକୃତି ଦେଇଥିବା ଏହି ଓକିଲ ୨ ଜଣଙ୍କ ମଧ୍ୟ ସମ୍ପର୍କ ରହିଛି ବୋଲି ଗତ କାଲି CNN ର ଏକ ସାକ୍ଷାତକାର ରେ ଜଣା ପଡ଼ିଛି।

ଏବେ ସାରା ଭାରତ ରେ ଆଇନ୍ ଆକାର ରେ ପ୍ରଚଳିତ ୩୭୭ ଧାରା ଏକ ବ୍ୟକ୍ତିଗତ ବିଜୟ ଥିଲା ବୋଲିଚର୍ଚ୍ଚା ଜୋର୍ ଧରିଛି।

ଏହି ବିଖ୍ୟାତ ଓକିଲ ଦୁଇ ଜଣ ହେଉଛନ୍ତି ମେନକା ଗୁର୍ଶ୍ଵମି ଏବଂ ଅରୁନ୍ଧତୀ କର୍ଯ୍ଯୁ।

କଣ ଏହି ୩୭୭ ଧାରା

ଏହି ୩୭୭ ଧାରା ଗତ କିଛି ମାସ ହେବ ଭାରତ ରେ ପ୍ରଚଳିତ ହୋଇଛି ଯାହା ମାଧ୍ୟମ ରେ ସମଳୀଙ୍ଗୀ ବିବାହ କୁ ଶିକୃତି ମିଳିଛି।

ଏହି ଧାରା ଆସିବା ପରେ ଅନେକ ଏହାକୁ ସ୍ଵାଗତ କରିଥିଲେ ଆଉ ଅନେକ ଏହାକୁ ବିରୋଧ ମଧ୍ୟ କରିଥିଲେ।

କିନ୍ତୁ ବର୍ତମାନ ଏହାକୁ ନେଇ ଏହି ନୂଆ ତଥ୍ୟ ସାମ୍ନା କୁ ଆସିଛି।

Leave a Reply

Your email address will not be published. Required fields are marked *