ସାବଧାନ ଫେସବୁକରେ ନିଜ ବୁଢା ବେଳର ଫଟୋ ଛାଡୁଛନ୍ତି କି? ବହୁତ ହଇରାଣ ହେଇପାରନ୍ତି

କିଛିଦିନ ତଳେ ଆପଣ ଦେଖିଥିବେ କି କିଭଳି ବିରାଟ କୋହଲି ଙ୍କ ସମେତ ବହୁ ସେଲିବ୍ରିଟି ଙ୍କର ବୁଢା ହେବାର ଫୋଟୋ ଭାଇରଲ ହେଇଥିଲା I ପରିଣତ ବୟସରେ ସେଲିବ୍ରିଟି ମାନେ କିପରି ଦେଖାହେବେ ସେଭଳି ଫୋଟୋ ଦେଖି ସବୁ ମହଲ ରେ ଚର୍ଚା ହେବା ସହିତ ଯୁବକ ମାନେ ମଧ୍ୟ ନିଜର ପରିଣତ ବୟସର ଫୋଟୋ ଦେଖିବାକୁ ବ୍ୟଗ୍ର ହେଈଆଦିଥିଲେ`ହେଇପଡ଼ିଥିଲେ I

ତେବେ ଏହାର କିଛିଦିନ ପରେ ଗୁଗୁଲ ପ୍ଲେ ଷ୍ଟୋର ରୁ ଫେସ୍‌ ଆପ୍‌ ଡାଉନ ଲୋଡ କରି ଯୁବଗୋଷ୍ଠୀ ସୋସିଆଲ ମିଡିଆରେ ନିଜ ବୁଢା ହେବାର ଫୋଟୋ ଛାଡିବାରେ ଲାଗିଛନ୍ତି I ତେବେ ଆପଣ ବି ଯଦି ଏହି ଫେସ୍‌ ଆପ୍‌ ବ୍ୟବହାର କରୁଛନ୍ତି ତେବେ ସାବଧାନ ହେଇଯାଆନ୍ତୁ I ବିଶେଷଜ୍ଞ ଙ୍କ କହିବା ଅନୁଯାଇ ଆପଣ ଯଦି ଏହି ଆପ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କର ସମସ୍ତ ଡାଟା ଏହି ଆପ ର ସର୍ବର ରେ ରହିଯାଇଥାଏ ଯାହାଫଳରେ ଅତି ସହଜରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି I

ଅପରପକ୍ଷରେ ଆପ କମ୍ପାନୀ କହିଛି କି ଆମେ ବ୍ୟବହାରକାରୀଙ୍କର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖିବାକୁ ଚେଷ୍ଟା କରୁଚୁ I

Leave a Reply

Your email address will not be published. Required fields are marked *