ଥାଏ ବିଫଳ ପରେ ଆଜି ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ

ଭାରତର ଚନ୍ଦ୍ରୟାନ ୨ ଆଜି ଅପରାହ୍ନ ୨ ଟା ୩୦ ମିନିଟ୍ ରେ ଆନ୍ଧ୍ରପ୍ରଦେଶ ର ଶ୍ରିହରୀକୋଟା ସ୍ଥିତ ସତିଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳତା ସହ ଉତ୍ ଖେପଣ ହୋଇଛି।ପ୍ରାୟ ୯୮୭ କୋଟି ଟଙ୍କା ମୂଲ୍ୟର ଏହି ଚନ୍ଦ୍ରଜାନ ୨ ଚନ୍ଦ୍ରର ଦକ୍ଷିଣ ମେରୁରେ ଓଲାହାଇବ।
ପୂର୍ବରୁ ପ୍ରାୟ ୪ ଥର ବାତିଲ ହେବା ପରେ ଜୁଲାଇ ୧୫ ତାରିଖ ରାତି ୨ ଟା ୫୧ ମିନିଟ୍ ରେ ଉତକ୍ଷେପଣ ଲାଗି ସମୟ ଧାର୍ଯ୍ୟ କରାଯାଇଛି।କିନ୍ତୁ ଚନ୍ଦ୍ରଯାନକୁ ମହାକାଶରେ ପହଞ୍ଚାଇବାକୁ ଥିବା ଜିଏସଏଲ୍ ଭି ମାର୍କ ୩ ର କ୍ରୟୋଜେନିକ୍ ଇଞ୍ଜିନ ର ହିଲିୟମ୍ ବଟଲ୍ ରେ ଲିକ୍ ହେବାରୁ ଉତକ୍ଷେପଣ ର ୫୬ ମିନିଟ୍ ପୂର୍ବରୁ ଏହାକୁ ବାତିଲ କରାଯାଇଥିଲା।ଏବେ ଏହି ତ୍ରୁଟି କୁ ସଜଡ଼ା ଯାଇ ପୁଣି ଉତକ୍ଷେପଣ କରାଯାଇଥିଲା।
ଏହି ଅଭିଯାନରେ ସଫଳ ହେଲେ ଭାରତ ବିଶ୍ବର ଚତୁର୍ଥ ଦେଶ ହେବ।ପୂର୍ବରୁ ଆମେରିକା,ଋଷିଆ ଓ ଚିନ ଏହି ସଫଳତା ହାସଲ କରିସାରିଛନ୍ତି।

Leave a Reply

Your email address will not be published. Required fields are marked *