ନୟାଗଡ ରେ ସ୍ୱାମୀ ସାଜିଲା ସୈତାନ ,ସ୍ତ୍ରୀ ସହିତ ସମ୍ଭୋଗ ଭିଡିଓ କୁ ଛାଡିଲା ଫେସବୁକ ରେ

ସ୍ତ୍ରୀ ର ସୁରକ୍ଷା ହେଉଛି ସ୍ୱାମୀର କର୍ତବ୍ୟ କିନ୍ତୁ ଯୌତୁକ ନଦେବାରୁ ସ୍ତ୍ରୀ ର ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଛାଡ଼ିଛି ସ୍ୱାମୀ I ଏପରି ଏକ ଘଟଣା ଘଟିଛି ନୟାଗଡ ରେ I ସୂଚନା ଅନୁଯାଇ ନୟାଗଡ ନୂ‌ଆଗାଁ ଥାନା ଅଧିନସ୍ଥ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ କୁ ଯୌତୁକ ଦାବି କରି ଅତ୍ୟାଚାର କରୁଥିଲେ ,ସ୍ତ୍ରୀ ବାଧ୍ୟ ହେଇ ବାପଘରକୁ ପଳାଇଥିଲେ ,ଶେଷରେ ସ୍ୱାମୀ ଜଣଙ୍କ ରାଗିଯାଇ ରେକର୍ଡିଙ୍ଗ କରି ରଖିଥିବା ନିଜ ସ୍ତ୍ରୀ ର ସେହି ଅନ୍ତରଙ୍ଗ ମୁହୂର୍ତ କୁ ସୋସିଆଲ ମିଡିଆରେ ଛାଡି ଦେଇଥିଲା I

ଏନେଇ ନୂଆଗାଁ ଥାନାରେ ସ୍ତ୍ରୀ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଜାରି ରହିଛି I

Leave a Reply

Your email address will not be published. Required fields are marked *