ମୋଦିଙ୍କୁ ଭେଟିଲେ ତାଙ୍କ ସ୍ପେଶାଲ ଫ୍ରେଣ୍ଡ,କିଏ ଏହି ସ୍ପେଶାଲ ଫ୍ରେଣ୍ଡ ?

ବିଶ୍ୱର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନିଆରା ଜୀବନ ଶୈଳୀକୁ ନେଇ ସବୁ ଆଡେ ପରିଚିତ। ଗୋଟେ ସାଧାରଣ ପରିବାରରୁ ଆସି ଦେଶର ଶାସନଭାର ଧରିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିପାରିଛି। ସମାଜର ସବୁ ବର୍ଗର ଲୋକଙ୍କ ସହ ମିଶିବା ତାଙ୍କସହ କଥା ହବା ଯାହାକି ତାଙ୍କୁ ଅଧିକ ଲୋକପ୍ରିୟ କରିପାରିଛି। ବିଭିନ୍ନ ଭିବିଆପି ନେତା ମନ୍ତ୍ରୀ ମୋଦିଙ୍କୁ ସଂସଦରେ ଭେଟନ୍ତି କିନ୍ତୁ ମଙ୍ଗଳବାର ସାକ୍ଷାତ କରିବାକୁ ସଂସଦରେ ପହଞ୍ଚିଥିଲେ ତାଙ୍କର ଜଣେ ସ୍ପେସିଆଲ ଫ୍ରେଣ୍ଡ।

ମୋଦି ତାଙ୍କ ଖାସ ଫ୍ରେଣ୍ଡ ସହ ନିଜ ଚାମ୍ବରରେ ଖେଳୁଥିବାର ଫଟୋ ନିଜ ଫେସବୁକରେ ପୋଷ୍ଟ କରିଛନ୍ତି ତେବେ ସେହି ସ୍ପେସିଆଲ ଫ୍ରେଣ୍ଡ ହେଉଛନ୍ତି ଜଣେ ଛୋଟ ଶିଶୁ। ଦୁହିଁଙ୍କ ଫୋଟ ଏବେ ଭାଇରଲ ହେବାରେ ଲାଗିଛି। ତେବେ କିଏ ଏହି ସ୍ପେସିଆଲ ଫ୍ରେଣ୍ଡ ତାହା ଜଣା ପଡିନି।

Leave a Reply

Your email address will not be published. Required fields are marked *