ଆଜି ଜେଲ୍ ରୁ ବାହାରିବା ଖୁସିରେ ସାଧନା କରୁଛନ୍ତି ସାରଥୀ

ସାରଥୀ ଙ୍କୁ ଜାମିନ ମିଳିବା ପରେ ଆଜି ଚାଲିଛି କିଛି ସ୍ୱତନ୍ତ୍ର ପ୍ରକ୍ରିୟା I ସକାଳୁ ଦଶଖତ ସରିଥିବା ବେଳେ ସନ୍ଧ୍ୟା ସମୟରେ ପ୍ରାୟତ ଜେଲ ରୁ ମୁକୁଳିପାରନ୍ତି ନଚେତ ଆସନ୍ତା କାଲି ବାହାରିବେ I ତେବେ ସାରଥୀ ଜେଲ ରୁ ବାହାରିବା ଖବର ରେ ଆଜି ସକାଳୁ ସ୍ନାନ ସାରି ଧ୍ୟାନ ରେ ବସିଯାଇଛନ୍ତି ସାରଥୀ I

ତେବେ ବାହାରିବା ପରେ କେଉଁଆଡେ ଯିବେ ସାରଥୀ ତାକୁ ନେଇ ଚର୍ଚ୍ଚା I ଗୋଟେ ପଟେ ତାଙ୍କ ସମର୍ଥକ ମାନେ ଅପେକ୍ଷା କରିଥିବା ବେଳେ ସେପଟେ କେନ୍ଦ୍ରାପଡା ରେ ସ୍ଥାନୀୟ ବାସିନ୍ଦା ତୀବ୍ର ବିରୋଧ କରିବାରେ ଲାଗିଛନ୍ତିI ହାଇକୋର୍ଟ ମଧ୍ୟ ସର୍ତ୍ତ ରଖିଛି କି ବାରିମୂଳ ଆଶ୍ରମ କୁ ସାରଥୀ ଯାଇପାରିବେ ନାହିଁ I

Leave a Reply

Your email address will not be published. Required fields are marked *