ସ୍ତ୍ରୀ ସହିତ ମିଳନ ପାଇଁ ଚଉଠି ରାତିରେ ଖାଲି ପେଟରେ ଯାଇଥିଲା ସ୍ୱାମୀ , ସକାଳୁ ମିଳିଲା ମୃତଦେହ

ବାହାଘର ସମସ୍ତଙ୍କ ଜୀବନର ଏକ ପ୍ରତିକ୍ଷିତ ମୁହୂର୍ତ୍ତ I ସମସ୍ତେ ବହୁ ଉତ୍ସାହ ସହିତ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି I ବିବାହ ହିଁ ଦୁଇଟି ଜୀବନ କୁ ଗୋଟିଏ ସୂତାରେ ବାନ୍ଧି ଦେଇଥାଏ I ସବୁଦିନ ପାଇଁ ଦୁଇଟି ଅଜଣା ହୃଦୟ ଗୋଟିଏ ହେଇଯାଏ ସେହି ପବିତ୍ର ମଧୁର ରାତ୍ରିରେ I ସେଥିପାଇଁ ତ ଚତୁର୍ଥୀ ରାତି ସମସ୍ତଙ୍କ ଜୀବନରେ ଏକ ଅଭୁଲା ଏବଂ ସ୍ମରଣୀୟ ଦିନ I ତେବେ ବିହାରର ମଥୁରାପୁର ଗ୍ରାମର ଜଣେ ଯୁବକ ଙ୍କ ପାଇଁ ଚତୁର୍ଥୀ ରାତି ସୌଭାଗ୍ୟ ବଦଳରେ ଦୁର୍ଭାଗ୍ୟ ଆଣି ଆସିଛି I ଚତୁର୍ଥୀ ରାତିରେ ନିଜ ପ୍ରିୟତମା ସହିତ ମିଳନ ପୂର୍ବରୁ ଚାଲିଯାଇଛି ଜୀବନ I ମିଳିଥିବା ସୂଚନା ଅନୁଯାଇ ଏହି ଅଞ୍ଚଳ ର ଅମୃତ ଶର୍ମା ନାମକ ଯୁବକ ଦୀର୍ଘ ଦିନ ଧରି ପୁଷ୍ପା ନାମକ ଜଣେ ଯୁବତୀ ଙ୍କୁ ଭଲ ପାଉଥିଲେ ,

କ୍ରମଶଃ ତାଙ୍କ ଭଲପାଇବା ଗଭୀର ହେବାରୁ ଦୁହେଁ ବିବାହ କରିବାକୁ ନିଷ୍ପତି ନେଲେ I କିନ୍ତୁ ଏହାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରିନଥିଲେ I କୁହାଯାଏ ଭଲପାଇବା ଅନ୍ଧ ,ପ୍ରେମ ଆଗରେ ପରିବାର ର ମୋହ ଦେଖାଯାଏନି ,ପ୍ରେମକୁ ପାଇବାକୁ ପ୍ରେମୀଯୁଗଳ କିଛି ବି କରିପାରନ୍ତି I ସେଥିପାଇଁ ଅମୃତ ଏବଂ ପୁଷ୍ପ ନିଷ୍ପତି ନେଲେ କି ତାଙ୍କ ପ୍ରେମକୁ ସାକାର କରିବାକୁ ଦୁହେଁ ଲୁଚିକି ଘର ଛାଡି ପଳାଇବେ ଏବଂ ପ୍ରେମ ବିବାହ କରି ଏକ ସୁନ୍ଦର ସଂସାର କରିବେ

I ପୂର୍ବ ନିର୍ଧାରିତ ଅନୁଯାଇ ଦୁହେଁ ଘର ଛାଡି ପଳାଇଥିଲେ ଏବଂ ବିବାହ କରି ଭଡା ଘରେ ରହିଥିଲେ I ଦୁହିଁଙ୍କର ଚାରିଦିନ ରହିବା ପରେ ସେହି ପ୍ରତିକ୍ଷିତ ରାତି ଆସିଥିଲା ,ତେବେ ଚତୁର୍ଥୀ ରାତିରେ ମିଳନ ପରିବର୍ତେ ଅମୃତ ଙ୍କ ଜୀବନ ଚାଲିଯାଇଛି I

ସକାଳୁ ତାଙ୍କ ମୃତ ଶରୀର ଜବତ କରାଯାଇ ଥିଲା ,ଏହାପରେ ପରିବାର ଲୋକେ ବୋହୁ ପୁଷ୍ପା ନାମରେ ଲିଖିତ ଅଭିଯୋଗ କରିଥିଲେ କି ସେ ହିଁ ତାଙ୍କ ପୁଅକୁ ଜୀବନରୁ ମାରିଦେଇଛି I ଏହା ପରେ ପୁଷ୍ପା କୁ ପୋଲିସ ଗିରଫ କରିଛି କିନ୍ତୁ ପୁଷ୍ପା ସମ୍ପୂର୍ଣ୍ଣ ନିର୍ଦୋଷ ବୋଲି ଜଣାପଡିଛି I

ଡାକ୍ତର ଙ୍କ କହିବାନୁ ଯାୟୀ ଉଭୟ ଉପବାସ ଥିବାରୁ ସହବାସ ପରେ ହୁଏତ କିଛି ଅସୁବିଧା ହେଇ ଅମୃତ ଙ୍କ ଜୀବନ ଚାଲିଯାଇଛି I ତେବେ ଏନେଇ ତଦନ୍ତ ଚାଲୁରହିଛି I

Leave a Reply

Your email address will not be published. Required fields are marked *