ବିଜେପି ମହିଳା ମୋର୍ଚା ନେତ୍ରୀ ଏବଂ ଯୁବ ମୋର୍ଚ୍ଚାର ନେତା ଙ୍କ ସେକ୍ସ ଭିଡିଓ ଭାଇରଲ

ସୋସିଆଲ ମିଡିଆରେ ଏବେ ଖାଲି ଅଶ୍ଳୀଳ ଭିଡିଓ ଘୁରି ବୁଲୁଥିବା ବେଳେ ସାମ୍ନା କୁ ଆସିଛି ଏକ ଚକିତକର ଘଟଣା I ଜଣେ ହେଭି ୱେଟ ନେତା ଏବଂ ଜଣେ ନେତ୍ରୀ ଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ମିଳିଥିବା ଖବର ଅନୁଯାଇ ଏହି ଘଟଣାଟି
ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର

I ଖବର ଅନୁଯାଇ ହିମାଚଳ ପ୍ରଦେଶର ବିଜେପି ମହିଳା ମୋର୍ଚ୍ଚାର ଜଣେ ଟାଣୁଆ ନେତ୍ରୀ ଏବଂ ବିଜେପି ଯୁବ ମୋର୍ଚ୍ଚାର ଜଣେ ହେଭିୱେଟ ନେତା ଙ୍କର ଏକ ସେକ୍ସ ଭିଡିଓ ଭାଇରଲ ହେବାରେ ଲାଗିଛି I ଏହି ଭିଡିଓ ଟିକୁ କୌଣସି ଏକ ସରକାରୀ ଗେଷ୍ଟ ହାଉସ ବାଥରୁମରେ ରେକର୍ଡିଙ୍ଗ କରାଯାଇଥିବା ଆକଳନ କରାଯାଉଛି

I ଆଲୋଚନା ହେଉଛି କି ବିଜେପି ଯୁବ ନେତା ଜଣଙ୍କ ବିବାହିତ ଅଟନ୍ତି ତେବେ ବିଜେପି ନେତ୍ରୀଙ୍କ ସହିତ ତାଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସେଠାକାର ରାଜ୍ୟ ରାଜନୀତି ରେ ହଇଚଇ ସୃଷ୍ଟି ହେବାରେ ଲାଗିଛି I ଉଭୟ ଙ୍କୁ ଦଳରୁ ବହିଷ୍କାର କରାଯାଇଛି I ଏହାପରେ ବିଜେପି ନେତ୍ରୀ ଜଣଙ୍କ ଯୁବ ନେତାଙ୍କ ବିରୋଧରେ ମାମଲା ଦାୟର କରିବାକୁ ଚେତାବନୀ ଦେଇଛନ୍ତି I

କିନ୍ତୁ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହେଇନାହିଁ ତେବେ କେମିତି ଏବଂ କୋଉ ପରିସ୍ଥିତି ରେ ଏହି ଭିଡିଓ କିଏ ଭାଇରଲ କରିଛି ତାହା ତଦନ୍ତ ଜାରି ରହିଛି I ଜଣେ ନେତା ଏବଂ ନେତ୍ରୀ ଙ୍କ ଏପରି ଅଶ୍ଳୀଳ କାରନାମା ଏବେ ଜୋରଦାର ଚର୍ଚା ଧରିଛି I

Leave a Reply

Your email address will not be published. Required fields are marked *