ସନ୍ନି ଦେଓଲଙ୍କ ଉଦ୍ୟମ ପାଇଁ ଭାରତ ଫେରିଲେ କୁଏତ୍‌ରେ ଫସିଥିବା ମହିଳା

ପ୍ରଖ୍ୟାତ ଅଭିନେତା ତଥା ଗୁରୁଦାସପୁର ରୁ ବିଜେପି ସାଂସଦ ଥିବା ଶନି ଦେୱାଲ ବର୍ତ୍ତମାନ ବହୁତ୍ ଚର୍ଚ୍ଚା ରେ ଅଛନ୍ତି। କାରଣ ଜଣେ ଭାରତୀୟ ମହିଳା କୁଏତ ରେ ଫସିଥିବା ଜାଣି ସେ ସେ ତାଙ୍କୁ ସାହାଯ୍ୟ କରିବା ସହ ତାଙ୍କୁ ସେ ଭାରତ ଫେରାଇ ଆଣିଥିଲେ।

ସୂଚନା ଅନୁସାରେ, ଜଳନ୍ଧର ର ଭିଖୋୱାଣ୍ଡି ଗାଆଁ ରେ ରହୁଥିବା ବୀଣା କୌଣସି କାମ ପାଇଁ କୁଏତ ଯାଇଥିବା ସମୟରେ ସେଠାରେ ଫସି ରହିଯାଇଥିଲେ। ବୀଣା ଙ୍କ ଏପରି ପରିସ୍ଥିତି ଦେଖି ତାଙ୍କ ଘରଲୋକ ସନ୍ନି ଙ୍କୁ ଜଣାଇବା ସହିତ ତାଙ୍କୁ ସାହାଯ୍ୟ ମାଗିଥିଲେ।

ବୀଣା ଙ୍କୁ ସାହାଯ୍ୟ କରିବା ପାଇଁ ସନ୍ନି କୁଏତ ରେ ଥିବା ଭାରତୀୟ ଦୂତାବାସ କୁ ସମ୍ପର୍କ କରିଥିଲେ। ଯାହା ଦ୍ଵାରା କୁ ବୀଣା ଙ୍କୁ କୁଏତ ରୁ ଭାରତ ପାଠ ଯାଇଥିଲା ଏବଂ ଗୁରୁବାର ଦିନ ବୀଣା ସୁରକ୍ଷିତ ଭାବରେ ଭାରତ ପହଞ୍ଚିଥିଲେ। ଏହି ଖବର ଜାଣିବା ପରେ ଏବେ ସମସ୍ତେ ସନ୍ନୀ ଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *