ଲାଗୁ ହେଲା ନୂଆ ନିୟମ ଶ୍ରୀମନ୍ଦିର ଭିତରକୁ ପାନ ଖାଇକି ଯାଇପାରିବେ ନାହିଁ ,ଧରାପଡ଼ିଲେ ଜୋରିମାନା

ଶ୍ରୀମନ୍ଦିର ରେ ଲାଗୁ ହେଇଛି ନୂଆ ନିୟମ I ପାନ ଖାଉଥିବା ଲୋକମାନେ ସାବଧାନ I ପାନ ଖାଇକି ମନ୍ଦିର ଭିତରକୁ ପ୍ରବେଶ ନିଷେଧ I ଏଭଳି ନୂଆ ନିୟମ ଲାଗୁ ହେଇଛି ଯାହାକି ଆସନ୍ତା ଅଗଷ୍ଟ 1ତାରିଖ ରେ ଲାଗୁ ହେବI ସୂଚନା ଅନୁଯାଇ ମନ୍ଦିର ବାହାର ଏବଂ ଭିତରେ କିଛି ଭକ୍ତ ଏବଂ ସେବାୟତ ପାନ ଖାଇ ଛେପ ପକାଇ ଅତି ଅସୁନ୍ଦର କରିଥିବାର ନଜିର ଆସିଥିଲା ,ଏହାକୁ ନେଇ ବୈଠକ ରେ ଆଲୋଚନା ହେବାପରେ ନିଷ୍ପତି ନିଆଯାଇଛି କି ମନ୍ଦିର ଭିତରକୁ ସେବାୟତ ଏବଂ ଭକ୍ତ କେହି ବି ପାନ ଖାଇକି ଯାଇପାରିବେ ନାହିଁ

I ଯଦି ଏହି ନିୟମ କୁ କେହି ଉଲ୍ଲଙ୍ଘନ କରେ ତେବେ 500ଟଙ୍କା ଜୋରିମାନା ଆଦାୟ କରାଯିବ I

Leave a Reply

Your email address will not be published. Required fields are marked *