କଶ୍ମୀରିର ସ୍ଥିତି ପରଖୁଛନ୍ତି ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ

କାଶ୍ମୀରେ ଧାରା 370 ଉଛେଦ ପରେ ସବୁ ଆଡେ ଖୁସିର ଲହରୀ। ଏହି ଧାରା ଉଛେଦ ପୂର୍ବରୁ ସରକାର ପାଖା ପାଖି 35 ହଜାର ସୈନ୍ୟ କାଶ୍ମୀରରେ ମୃତ୍ୟୟନ କରିଥିଲେ ଉଦେଶ୍ୟ ଥିଲା କି କୋୖଣସି ପ୍ରକାର ଅପ୍ରରିକର ପରିସ୍ଥିତି ଯେମିତି ସୃଷ୍ଟି ନହୁଏ।

ତେବେ ଧାରା ଉଛେଦ ପରେ ପ୍ରଥମ ଥର ଲାଗି ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ କାଶ୍ମୀର ଯାଇଛନ୍ତି। ଆଉ ସେଠାରେ ପରିସ୍ଥିତି ସବୁ ଶାନ୍ତ ଥିବା କଥା କେନ୍ଦ୍ର ସରକାରଙ୍କୁ ଜଣେଇଛନ୍ତି। ସେଠାରେ ସେ ଲୋକଙ୍କ ସମସ୍ୟା ପଚାରିବୁଝିବା ସହ କିଛି ବର୍ତ୍ତାଲ୍ଲାପ କରୁଥିବାର ଫୋଟ ଦେଖିବାକୁ ମିଳୁଛି । କୁହାଯାଏ ସର୍ଜିକାଲ ଷ୍ଟ୍ରାଇକିର ମୁଖ୍ୟ ହିରୋ ହେଉଛନ୍ତି ଅଜିତ। ଆଉ ଧାରା 370 ଉଚ୍ଛେଦ ପ୍ରକ୍ରିୟାର ସେ ମୁଖ୍ୟ ବିନ୍ଧାଣି ଥିଲେ ବୋଲି କୁହାଯାଉଛି। ଏବେ ସୁଦ୍ଧା ଧାରା୧୪୪ ବଳବତ୍ତର ରହିଛି। କାଶ୍ମୀରବାସୀଙ୍କ ଭଲ ଭବିଷ୍ୟତ ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଏହି ଅଞ୍ଚଳର ରୂପରେଖ ବଦଳାଇ ଦେବ ଏବଂ ବିକାଶର ମୁଖ୍ୟସ୍ରୋତରେ କାଶ୍ମୀର ଯୋଡି ହେବ ବୋଲି ଡୋଭାଲ କହିଛନ୍ତି।

Leave a Reply

Your email address will not be published. Required fields are marked *