ସରକାରୀ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀରୁ ପିଲାଙ୍କୁ ଇଂରାଜୀ ଶିକ୍ଷା ଦିଆଯିବ :ଗଣଶିକ୍ଷା ମନ୍ତ୍ରୀ

ସାଧାରଣତଃ ଆମ ଓଡ଼ିଆ ବିଦ୍ୟାଳୟ ରେ ପାଠ ପଢ଼ୁଥିବା ଅଧିକାଂଶ ପିଲାଙ୍କର ଇଂରାଜୀ ଦକ୍ଷତା ଟିକେ କମ ଥାଏ ,ଯାହାକି ପରବର୍ତୀ ସମୟରେ ତାଙ୍କ କ୍ୟାରିଅର ରେ ସମସ୍ୟା ଉପୁଯାଇଥାଏ I ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ମନ୍ତ୍ରୀ ଏକ ନୂତନ ପଦକ୍ଷେପ ନେଇଛନ୍ତି I ଏଥରକ ସରକାରୀ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ଶିକ୍ଷା ଦିଆଯିବ I ପ୍ରାଥମିକ ପର୍ଯ୍ୟାୟ ରେ ଜିଲ୍ଲାର ଗୋଟିଏ ବିଦ୍ୟାଳୟ ରେ ଏହାକୁ ଲାଗୁ କରାଯିବ ,ସଫଳତା ପରେ ସମସ୍ତ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ଶିକ୍ଷା ଦିଆଯିବ I ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *