ଧାରା ୩୭୦ ଉଛେଦ ପରେ ଦୋହଲିଗଲାଣି ପାକିସ୍ତାନ ,ଭାରତରେ ମିଶିବାକୁ ଦାବି କରୁଛନ୍ତି ପିଓକେ ଅଧିବାସୀ

ଜାମୁ କାଶ୍ମୀର ରେ ଧାରା ୩୭୦ ଉଚ୍ଛେଦ ହେବାପରେ ଏହାକୁ ନେଇ ପାକିସ୍ତାନ ଭାରତ ଉପରେ କ୍ରୋଧିତ ହେଇଛି ଏପରିକି ଭାରତ ସହିତ ବ୍ୟବସାୟିକ ସମ୍ପର୍କ ମଧ୍ୟ ଛୀର୍ଣ୍ଣ କରିଛି ପାକିସ୍ତାନ I ତେବେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ମୋଦି ଙ୍କ ପ୍ରତି ସବୁ ଆଡୁ ଭରସା ବଢ଼ିବାରେ ଲାଗିଛି I ଏମିତି ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ଅଧିବାସୀ ମାନେ ପାକିସ୍ତାନ ଠାରୁ ଦୁରେଇ ଭାରତ ସହିତ ମିଶିବାକୁ ଅଣ୍ଟା ଭିଡ଼ିଲେଣି I ଭାରତ ସମ୍ଭିଧାନ ଉପରେ ତାଙ୍କର ଦୃଢ଼ ବିଶ୍ୱାସ ରହିଛି ଯେଉଁଭଳି ଭାବରେ ଲଦାଖ କୁ ସ୍ୱତନ୍ତ୍ର କରାଯାଇ ପୂର୍ଣ୍ଣ କ୍ଷମତା ଦିଆଗଲା ସେହିଭଳି ଭାବରେ ପିଓକେର ଗିଲଗିଟ୍‌-ବଲ୍ଟିସ୍ତାନ ଅଞ୍ଚଳର ଅଧିବାସୀ ମାନଙ୍କୁ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି I

Leave a Reply

Your email address will not be published. Required fields are marked *