ଶହୀଦଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ରାଖୀ ପୂର୍ଣ୍ଣିମା ରେ ଏମିତି ଉପହାରଦେଲେ ଗାଁ ବାସି ,ଆଖି ରେ ଲୁହ ଆସିଯିବ

କାଲି ଥିଲା ରାକ୍ଷୀ ପୂର୍ଣ୍ଣିମା ,ସବୁଆଡେ ଭାଇ ଭଉଣୀ ର ଖୁସି ଦେଖିବାକୁ ମିଳିଥିଲା ,ତେବେ
ମଧ୍ୟପ୍ରଦେଶ ଦେପାଲପୁରର ଏକ ଘଟଣା ଏବେ ସମସ୍ତଙ୍କୁ ଖୁସି କରିଦେଇଛି I ଖବର ଅନୁଯାଇ ଏହି ଅଞ୍ଚଳ ର ପିର ପିପଲିୟା ଗାଁର ଜଣେ ହାବିଲଦାର ମୋହନ ସିଂ ସୁନେର ତ୍ରିପୁରାରେ କାର୍ଯ୍ୟ କରୁଥିବା ସମୟରେ ଆତଙ୍କବାଦୀ ଙ୍କ ଗୁଳିରେ ଶହୀଦ ହୋଇଯାଇଥିଲେ। ତାଙ୍କ ସହିଦ ପରେ ତାଙ୍କ ସ୍ତ୍ରୀ ବହୁତ ହଇରାଣ ହେଉଥିଲେ ,ଖାଇବାକୁ ପାଉନଥିଲେ I ବହୁ ହଇରାଣ ରେ ଦିନ କାଟୁଥିଲେ I ତାଙ୍କ ଦୁଃଖ ଦେଖି ସେହି ଗ୍ରାମର ଯୁବକ ମାନେ ଚାନ୍ଦା ଆଦାୟ କରି ତାଙ୍କ ଭଙ୍ଗା କୁଡ଼ିଆ ରେ ଏକ ସୁନ୍ଦର ମହଲା ତିଆରି କରି ସହିଦ ଙ୍କ ପତ୍ନୀ ଙ୍କୁ ଉପହାର ଦେଇଥିଲେ I ସହିଦ ଙ୍କ ପତ୍ନୀ ରାକ୍ଷୀ ପୂର୍ଣ୍ଣିମା ରେ ସେହି ନୂଆ ଘରେ ପ୍ରବେଶ କରିବା ସମୟରେ ସମସ୍ତେ ଭାବବିହ୍ୱଳ ହେଇଯାଇଥିଲେ I ଏହି ଘଟଣାଟି ଏବେ ସବୁଆଡେ ଜୋରଦାର ଚର୍ଚ୍ଚା ଚାଲିଛି I

Leave a Reply

Your email address will not be published. Required fields are marked *