ଆଉ ମାତ୍ର ଥିଲା 2କିଲୋମିଟର ପହଞ୍ଚିବା ପୂର୍ବରୁ ମିଶନ ଚନ୍ଦ୍ରାୟାନ୍-2 ବିଫଳ ,ଯୋଗାଯୋଗ ବିଛିର୍ଣ୍ଣ

ସମସ୍ତଙ୍କର ଥିଲା ଗୋଟିଏ ଅପେକ୍ଷା ,ଆଉ ମାତ୍ର ଅଳ୍ପ ସମୟ ମଧ୍ୟରେ ଭାରତ ସୃଷ୍ଟି କରିଥାନ୍ତା ଏକ ବିରଳ ରେକର୍ଡ I ଚନ୍ଦ୍ର ପୃଷ୍ଠରେ ପହଞ୍ଚି ଥାନ୍ତା ଲ୍ୟାଣ୍ଡର ବିକ୍ରମ୍‌ I କିନ୍ତୁ ମାତ୍ର ଅଳ୍ପ ଦୂରତା ଥିବାବେଳେ ଯୋଗାଯୋଗ ବିଛିର୍ଣ୍ଣ ହେଇଗଲା I ଆଶା ଭିତରେ ନିରାଶା ଭରିଗଲା I ଏବେବି ସମସ୍ତଙ୍କର ବିଶ୍ୱାସ ରହିଛି ହୁଏତ ଯୋଗାଯୋଗ କେଉଁ ବି ସମୟରେ ହେଇପାରେ ,ତେବେ ନିର୍ଧାରିତ ସମୟ ରେ ଅବତରଣ ପୂର୍ବରୁ ଏପରି ବିଫଳତା ରେ ଇସ୍ରୋ ର ବୈଜ୍ଞାନିକ ମାନେ ଭାଙ୍ଗି ପଡ଼ିଥିଲେ ଏପରିକି ଇସ୍ରୋ ର ମୁଖ୍ୟ କାନ୍ଦି ପକାଇଥିଲେ ,ତେବେ ସେଠାରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ତାଙ୍କ ପିଠି ଥାପୁଡ଼ାଇ ସାହସ ଦେଇଥିଲେ ଏବଂ ଆଗକୁ ବଢିବାକୁ ଉତ୍ସାହିତ କରିଥିଲେ I

Leave a Reply

Your email address will not be published. Required fields are marked *