କମିବ ପିଆଜ ଦର, ଭାରତ ର ସଙ୍କଟ ସମୟରେ ପଡୋଶୀ ପଠାଇଲା 24ଟ୍ରକ ଭର୍ତି ପିଆଜ

କିଛିଦିନ ଧରି କନ୍ଦେଇଲାଣି ପିଆଜ I ହୁ ହୁ ହେଇ ବଢି଼ ଚାଲିଥିବା ବେଳେ ଅହେତୁକ ଦର ବୃଦ୍ଧି ରେ ସାଧାରଣ ଲୋକ ଅସ୍ତବ୍ୟସ୍ତ ହେଇଗଲେଣି I 20 ଟଙ୍କାରୁ ବୃଦ୍ଧି ହେଇ ଏବେ କେଉଁଠି 50 ତ ଆଉ କେଉଁଠି 80 ଛୁଇଁଲାଣି I ତେବେ ପିଆଜ ଦଦର ବେଲଗାମ ହେଇଯାଇଥିବା ବେଳେ ଆମର ପୁରୁଣା ବନ୍ଧୁ ତଥା ପଡୋଶୀ ରାଷ୍ଟ୍ର ଆଫଗାନୀସ୍ତାନ ଭାରତକୁ ସହଯୋଗର ହାତ ବଢାଇଛି । 24ଟି ଟ୍ରକ ଭର୍ତି ପିଆଜ ଭାରତ କୁ ପଠାଇଛି I ଗତକାଲି ପାଖାପାଖି ୪ଟି ଟ୍ରକ ଭର୍ତି ପିଆଜ ପହଁଚିଛି I ଅନ୍ୟ ସବୁ ବାଟରେ ଥିବାବେଳେ ଖୁବଶୀଘ୍ର ପହଞ୍ଚିଯିବ I ଆଶା କରାଯାଉଛି କି ଏହି ପିଆଜ ପହଁଚିବା ପରେ ପିଆଜ ଦର କମି 30 ଛୁଇଁବ I

Leave a Reply

Your email address will not be published. Required fields are marked *