ଅନୁଭବ ଙ୍କୁ ଦୁର୍ବ୍ୟବହାର କଲେ ଆଇଆଇସି ।

କିଛିଦିନ ତଳେ ମହିଳା ସାମ୍ବାଦିକା ଙ୍କୁ ଦୃବ୍ୟବହାର ଘଟଣାରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ଙ୍କୁ କ୍ଲିନ୍ ଚିଟ୍ ମିଳିଥିବା ବେଳେ ଏବେ ଅନୁଭବ ଆଇଆଇସି ଙ୍କ ବିରୁଦ୍ଧରେ ଆଣିଛନ୍ତି ଦୃବ୍ୟବହାର୍ ଅଭିଯୋଗ I ଖବର ଅନୁଯାୟୀ ଅନୁଭବ ଙ୍କ ବାସଭବନ ସାମ୍ନାରେ ତାଙ୍କ ପଡୋଶୀ ଜଣେ ତାଙ୍କୁ ଗାଳି ଗୁଲଜ କରୁଥିବାର ଅଭିଯୋଗ ସେ ଥାନାରେ ଜଣାଇବା ପରେ ପୁରୀଘାଟ ଆଇଆଇସି ତାଙ୍କ କଥା କୁ ଗୁରୁତ୍ବ ଦେଇନଥିଲେ I

ଏପରିକି ଆଇଆଇସି ତାଙ୍କୁ ଦୁର୍ବ୍ୟବହାର କରିଥିବା ଅନୁଭବ ଟ୍ବିଟ୍ ଜରିଆରେ ଜଣାଇଛନ୍ତି

Leave a Reply

Your email address will not be published. Required fields are marked *