ରାସ୍ତାକଡ଼ରେ ଅର୍ଦ୍ଧ ରାତିରେ ଅଜଣା ମହିଳା ଙ୍କ ସହିତ ସମ୍ଭୋଗ କରୁଥିଲେ ଯୁବକ ,ଗୁପ୍ତାଙ୍ଗ କାଟିଦେଲା ମହିଳା

ଶାରୀରିକ ସମ୍ପର୍କ ପରେ ଯୁବକ ସମ୍ପୂର୍ଣ୍ଣ ପଇସା ଦେବାକୁ ମନାକରିବାରୁ ଜଣେ ମହିଳା ତାଙ୍କ ଗୁପ୍ତାଙ୍ଗ କୁ କାଟିଦେଇଛନ୍ତି i ସୂଚନା ଅନୁଯାଇ ଘଟଣାଟି ତ୍ରିପୁରା ର ଅଗରତାଲା ଅନ୍ତର୍ଗତ ଧର୍ମନଗର ସହରର ରାଜବାରୀ ର i ଏହି ଅଞ୍ଚଳ ରେ ଜଣେ ଡ୍ରାଇଭର ଟ୍ରକ ନେଇ ଯାଉଥିବା ସମୟରେ ଜଣେ ମହିଳାଙ୍କୁ ଦେଖି ଶାରୀରିକ ସମ୍ପର୍କ ପାଇଁ ନିମନ୍ତ୍ରଣ କରିଥିଲେ ମହିଳା ଜଣଙ୍କ ମଧ୍ୟ ଏଥିପାଇଁ 1500ଟଙ୍କା ଦାବି କରିଥିଲେ I ଯୁବକ ଜଣଙ୍କ ମହିଳାଙ୍କ କଥାରେ ଏକମତ ହେଇ ଟ୍ରକ ଭିତରେ ଶାରୀରିକ ସମ୍ପର୍କ ରଖିଥିଲେ I ପରେ ଯୁବକ ଜଣଙ୍କ ନିର୍ଧାରିତ ଅର୍ଥ ଦେଇନଥିଲେ I

ଏହାକୁ ନେଇ ମହିଳା ଜଣଙ୍କ ଝଗଡା କରିଥିଲେ କିନ୍ତୁ ଯୁବକ କହିଥିଲେ କି ସେ ଦେବେନି ତୋର ଯାହା କରିବାର ଅଛି କର ,ଏଥିରେ ମହିଳା ଜଣଙ୍କ ରାଗିଯାଇ ପାଖରେ ଥିବା ଏକ ଲୁହା ପାତିଆ ରେ ଯୁବକ ଙ୍କ ଗୁପ୍ତାଙ୍ଗ କୁ କାଟିଦେଇଥିଲେ I ଯୁବକ ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲ ରେ ଭର୍ତି ହେଇଥିବା ବେଳେ ଏନେଇ ଥାନାରେ ଲିଖିତ ଏତଲା ଦେଇଛନ୍ତି ଏବଂ ପୋଲିସ ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *