ଅଫିସ ସମୟରେ ଅଫିସ ଭିତରେ ଫରେଷ୍ଟ ଗାର୍ଡ ଙ୍କୁ ନେଇ ରୋମାନ୍ସ କରୁଛନ୍ତି ରେଞ୍ଜର

ଏବେ ଲାଗୁହେଇଛି 5T ସରକାରୀ କର୍ମଚାରୀ ମାନଙ୍କର କାର୍ଯ୍ୟଦକ୍ଷତା କୁ ବୁଲି ବୁଲି ତଦାରଖ କରୁଛନ୍ତି ସଚିବ ପାଣ୍ଡିଆନ I ତେବେ ବାଲେଶ୍ୱର ରେ ଯେଭଳି ରେଞ୍ଜର ଏହାକୁ ଫୁ କରି ଉଡାଇଦେଇଛନ୍ତି I ଅଫିସ କୁ ରଙ୍ଗମହଲ ସଜେଇଦେଇଛନ୍ତି I ଅଫିସ ଭିତରେ ଖୋଲାଖୋଲି ରେଞ୍ଜ ଅଫିସର ରୋମାନ୍ସ କରୁଛନ୍ତି ଫରେଷ୍ଟ ଗାର୍ଡ ଙ୍କ ସହିତ ,ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି I ସୂଚନା ଅନୁଯାଇ ଘଟଣାଟି ବାଲେଶ୍ବର ଜିଲ୍ଲା କୁଲଡିହା ରେଞ୍ଜ ଅଫିସର I ଅଫିସ ଭିତରେ ଅଫିସ ସମୟରେ ରେଞ୍ଜ ଅଫିସର ଙ୍କ ରୋମାନ୍ସ ର ଭିଡିଓ ଭାଇରଲ ହେଇଯାଇଛି I

ଖୋଲାଖୋଲି ଫରେଷ୍ଟ ଗାର୍ଡ ଙ୍କୁ ଆଲିଙ୍ଗନ କରି ରୋମାନ୍ସ କରୁଥିଲେ ରେଞ୍ଜର ସାହେବ ,କେହିଜଣେ ରେକର୍ଡିଙ୍ଗ କରି ସୋସିଆଲ ମିଡିଆରେ ଛାଡିଦେବାପରେ ଏହା ଭାଇରଲ ହେଇଯାଇଛି I ତେବେ ଅଫିସର ଜଣଙ୍କ ଏହାକୁ ସ୍ୱୀକାର କରିନଥିବା ଜଣାପଡିଛି I

Leave a Reply

Your email address will not be published. Required fields are marked *