ମଦ ପରେ ମୋ ସରକାର ଙ୍କ ନୂଆ ନିଷ୍ପତି , ଖୋଲାଖୋଲି ହେବ ଗଞ୍ଜେଇ ଚାଷ ଦେଖନ୍ତୁ ରିପୋର୍ଟ

ନିକଟରେ ମଦ ଦୋକାନ ଅଧିକ ପରିମାଣରେ ଖୋଲିବାକୁ ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତି କୁ ନେଇ ସାଧାରଣ ରେ ଜୋରଦାର ବିରୋଧ କରାଯାଉଥିବା ବେଳେ ଏବେ ପୁଣି ସାମ୍ନା କୁ ଆସିଛି ଏକ ନୂଆ ନିଷ୍ପତି I ଏଥରକ ମଦ ପରେ ଗଞ୍ଜେଇ କୁ ସରକାରୀ ପ୍ରୋତ୍ସାହନ ଦିଆଯିବା ନେଇ ଆସିଛି ପ୍ରସ୍ତାବ ,ଏନେଇ ଅବକାରୀ ବିଭାଗ ଯୁଗ୍ମ ସଚିବ ଶ୍ରୀ SBK ପ୍ରଧାନ ବିଭାଗୀୟ ଆୟୁକ୍ତମାନଙ୍କୁ ଚିଠି ଲେଖିଛନ୍ତି Iଆସନ୍ତା କାଲି ଅର୍ଥାତ୍ ନଭେମ୍ବର ୧୯ ତାରିଖ ସକାଳ ୧୦ଟା ୩୦ରେ ଏ ସଂକ୍ରାନ୍ତ ରେ ବୈଠକ କରାଯିବ ବୋଲି ସୂଚନା ରୁ ଜଣାପଡିଛି I

ଗଞ୍ଜେଇ କାରବାର ଅବୈଧ ଏବଂ ଧରାପଡିଲେ ଯେଲ୍ ଦଣ୍ଡ ମିଳୁଥିବା ବେଳେ ଏବେ ନିଷ୍ପତି ପରେ ନିଆଯାଇପା ରେ I ଆସନ୍ତାକାଲି ନିଷ୍ପତି ପରେ ଏନେଇ ସମ୍ପୂର୍ଣ ଘଟଣା ଜଣାପଡିବ I

Leave a Reply

Your email address will not be published. Required fields are marked *