ଅଭିଯୁକ୍ତ ଙ୍କ ଶବ ନେବାକୁ ମନା କରି ଦେଲେ ପରିବାର ଲୋକ:ସଂସ୍କାର କରିବ ପୋଲିସ

ହାଇଦ୍ରାବାଦର ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡୀ ଙ୍କୁ ଗଣଦୁଷ୍କର୍ମ ଏବଂ ଜିଅନ୍ତା ଜଳିଦେବା ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା।ଏବଂ ଶୁକ୍ରବାର ଦିନ ସକାଳ ହାଇଦ୍ରାବାଦ୍ ଏନ୍ ଏଚ୍ ୪୪ ଉପରେ ଅର୍ଥାତ୍ ଯେଉଁ ସ୍ଥାନରେ ଏହି ଘଟଣା ଘଟିଥିଲା ସେ ସ୍ଥାନରେ ପୋଲିସ ସହ ଅଭିଯୁକ୍ତଙ୍କ ଧସ୍ତା ଧସ୍ତି ବେଳେ ପୋଲିସ ଅଭିଯୁକ୍ତଙ୍କୁ ଏନ୍ କାଉଣ୍ଟର କରିଥିଲା।କିନ୍ତୁ ଏନ୍ କାଉଣ୍ଟର ପରେ ତାଙ୍କର ପରିବାର ଲୋକ ଶବ କୁ ଅନ୍ତିମ ସଂସ୍କାର କରିବା ପାଇଁ ମନା କରିଦେଇଛନ୍ତି।ବର୍ତ୍ତମାନ ତେଲେଙ୍ଗାନା ପୋଲିସ ଏହି ୪ ଅଭିଯୁକ୍ତଙ୍କ ଶବକୁ ଅନ୍ତିମ ସଂସ୍କାର କରିବ।ଏବଂ ଏବେ ଏନ୍ କାଉଣ୍ଟର ସ୍ଥାନରୁ ଶବ ହଟାଯାଇଛି।

Leave a Reply

Your email address will not be published. Required fields are marked *