ଏନକାଉଣ୍ଟର ରେ ପ୍ରିୟଙ୍କା ରେଡ୍ଡୀ ବଳାତ୍କାର କରିଥିବା ଚାରି ଧର୍ଷଣକାରୀ ମୃତ।

ଯାହା ପୁରା ଦେଶ ଚାହୁଁ ଥିଲା ତାହା ତେଲେଙ୍ଗାନା ପୋଲିସ କରି ଦେଖାଇଛି।

ତେଲେଙ୍ଗାନା ର ପ୍ରାଣୀ ଚିକିତ୍ସକ ପ୍ରିୟଙ୍କା ରେଡ୍ଡୀ ଙ୍କ ଗଣ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ଙ୍କୁ ଆଜି ପୋଲିସ ଏନକାଉଣ୍ଟର କରିଛି।

ପୋଲିସ କହିଛି ଯେ ଘଟଣା ର ପୁନଃ ସଂରଚନା ପାଇଁ ୪ ଅପରାଧୀ ଙ୍କୁ ସେହି ସ୍ଥାନ କୁ ନିଆ ଯାଇଥିଲା। କିନ୍ତୁ ସେଠାରେ ସେମାନେ ଖସିଯିବାକୁ ଚେଷ୍ଟା କରିବାରୁ ରାତି ୩ ଟା ରେ ସେମାନଙ୍କୁ ଏନକାଉଣ୍ଟର କାର ଯାଇଛି।ଯାହା ଫଳରେ କି ୩ ୪ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ ଯେ ମହିଳା ଡାକ୍ତର ଙ୍କ ଦୁଷ୍କର୍ମ କରି ମାରିଥିବା ରୁ ତାଙ୍କୁ ୨୯ ତାରିଖ ଦିନ ଧରା ଯାଇଥିଲା।

Leave a Reply

Your email address will not be published. Required fields are marked *