ଚାରି ଦୁଷ୍କର୍ମକାରୀ ଙ୍କୁ ଗୋଡେଇ ଗୋଡେଇ ଗୁଳି କରିଦେଲେ ଏହି ଦବଙ୍ଗ ଅଫିସର ,ପଢନ୍ତୁ ସମ୍ପୂର୍ଣ ଘଟଣା

INDIA TOP TEN POLICE STATION

ଏମିତି ଏକ ସକାଳ ଆସିବ ବୋଲି କେହି ସ୍ୱପ୍ନରେ ବି ଭାବିନଥିଲେ I ଭାବନା ଠାରୁ ଖୁବ ଅଧିକ ଥିଲା ଫଳାଫଳ I ଡାକ୍ତର ପ୍ରିୟଙ୍କା ରେଡ୍ଡୀ ଙ୍କୁ ଯେଉଁଭଳି ଭାବରେ ଦୁଷ୍କର୍ମ କରି ଜିଅନ୍ତା ପୋଡି ଦିଆଯାଇଥିଲା ତାହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହେଇଥିଲା I ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଫାସୀ ଦେବାକୁ ସବୁ ମହଲ ରେ ଦାବି କରାଯାଉଥିଲା ଏପରିକି ଅଭିଯୁକ୍ତ ର ମା ମଧ୍ୟ କହିଥିଲେ ମୋ ପୁଅକୁ ପୋଡି ଦିଆଯାଉ ଏପରି ପୁଅର ମା ହେବାକୁ ମୁଁ ଚାହିଁବିନି I

ମୋର ବି ଝିଅ ଅଛି ମୁଁ ବି ମା I ଆଜି ସକାଳୁ ଚାରି ଜଣଙ୍କୁ ଏନକାଉଣ୍ଟର ରେ ମାରିଦିଆଯାଇଥିବା ଘଟଣା ସାରା ଦେଶ ରେ ଖୁସି ଖେଳିଯାଇଛି I ସମସ୍ତେ ତେଲେଙ୍ଗାନା ପୋଲିସ ର ଏହି ନିଷ୍ପତି କୁ ସ୍ୱାଗତ କରୁଛନ୍ତି I ତେବେ ଆସନ୍ତୁ ଜାଣିବା ଏହି ଘଟଣା ର ରିଅଲ ହିରୋ ଙ୍କ ବିଷୟରେ ଅସଲ ହିରୋ ଙ୍କ ନାମ ବିଶ୍ୱନାଥ ସଜ୍ଜନର ଆଇପିଏସ I ସେ କର୍ଣ୍ଣାଟକ ହୁବୁଲି ର1996 ବ୍ୟାଚ ର I ହାଇଦ୍ରାବାଦ ରେ ପୋଷ୍ଟିଙ୍ଗ ପରେ ପ୍ରଥମେ ନାରୀ ମାନଙ୍କୁ ନ୍ୟାୟ ଦେବାକୁ ଶପଥ ନେଇଥିଲେ ଏହି ଦବଂଗ ଅଫିସର I ଏପରିକି ଏନକାଉଣ୍ଟର ସ୍ପେସାଲିଷ୍ଟ ଭାବରେ ତାଙ୍କର ବହୁତ ଭଲ ନା ଅଛି ପୂର୍ବରୁ ଜଣେ ଯୁବତୀ ଙ୍କୁ ଏସିଡ ପକାଇବା ଘଟଣାରେ ସିଧା ଏନ୍କାଉଣ୍ଟର କରିଦେଇଥିଲେ ଏହି ଦବଙ୍ଗ ଅଫିସର I ତେବେ ଗତକାଲି ର ଘଟଣା ଥିଲା ପୁରା ନିଆରା I ସୂଚନା ଅନୁଯାଇ ଚାରି ଅଭିଯୁକ୍ତ ଙ୍କୁ ସେଠାକୁ ନିଆଯାଇଥିଲା ଘଟଣା ର ଯାଞ୍ଚ କରିବା ପାଇଁ ,କିନ୍ତୁ ସେମାନେ ପୋଲିସ କୁ ଚକମା ଦେଇ ଖସି ପଳାଉଥିଲେ I ଶେଷରେ ବାଧ୍ୟ ହେଇ ଚାରି ଜଣଙ୍କୁ ଏନକାଉଣ୍ଟର କରିଥିଲେ ଏହି ଦବଙ୍ଗ ଅଫିସର I

2 Comments on “ଚାରି ଦୁଷ୍କର୍ମକାରୀ ଙ୍କୁ ଗୋଡେଇ ଗୋଡେଇ ଗୁଳି କରିଦେଲେ ଏହି ଦବଙ୍ଗ ଅଫିସର ,ପଢନ୍ତୁ ସମ୍ପୂର୍ଣ ଘଟଣା”

  1. As the culprits escaped from they eskeped

    Legal procedural justice.Hence they deserved encounter related consequences.
    This is 100% justifiable.

Leave a Reply

Your email address will not be published. Required fields are marked *