ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଇ ଫାଇନ ଦେଲେ ବାବୁଶାନ୍

babushan without helmet

ଟ୍ରାଫିକ ନିୟମ କୁ କଡାକଡି କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ବିଶେଷତଃ ଭାବରେ ହେଲମେଟ ଏବଂ ମଦ୍ୟପାନ କୁ ଜୋରଦାର ଚେକିଂ କରାଯାଉଛି I ଯେଉଁମାନେ ଧରାପଡୁଛନ୍ତି ସେମାନଙ୍କୁ ମୋଟା ଅଙ୍କର ଫାଇନ କଟାଯାଉଛି I ଏପରିକି ହେଲମେଟ ପିନ୍ଧିବା ପାଇଁ ବିଭିର୍ଣ୍ଣ ଅଭିନେତା ମାନେ ସଚେତନତା କରୁଥିବା ମଧ୍ୟ ଦେଖାଯାଉଛି କିନ୍ତୁ ଓଲିୟୁଡ଼ ର ଲୋକପ୍ରିୟ ଅଭିନେତା ବାବୁଶାନ ବିନା ହେଲମେଟ ରେ ବାଇକ ଚଳାଇ ଫାଇନ ଦେଇଛନ୍ତି I ସୂଚନା ଅନୁଯାଇ କିଛିଦିନ ତଳେ ବାବୁଶାନ ସନ୍ଧ୍ୟା ସମୟରେ ବିନା ହେଲମେଟ ରେ ଏକ ବାଇକ ଚଳାଉଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଇଥିଲା Ibabushan without helmet

ଏହି ଭିଡିଓ ଟି ଭାଇରଲ ହେବାପରେ କମିଶନରେଟ୍‌ ପୁଲିସ୍‌ ବାବୁଶାନ ଙ୍କୁ ହେଲମେଟ ନ ପିନ୍ଧିଥିବାରୁ 1000ଟଙ୍କାର ଚାଲାଣ କାଟି ଆଗକୁ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି I

Leave a Reply

Your email address will not be published. Required fields are marked *