Home ତାଜା ଖବର ମହିଳା ସାମ୍ବାଦିକା ଙ୍କୁ ଦୁର୍ବ୍ୟବହାର କରି ୨ ଅଭିଯୁକ୍ତ ସୁରକ୍ଷା କର୍ମୀ ଗିରଫ

ମହିଳା ସାମ୍ବାଦିକା ଙ୍କୁ ଦୁର୍ବ୍ୟବହାର କରି ୨ ଅଭିଯୁକ୍ତ ସୁରକ୍ଷା କର୍ମୀ ଗିରଫ

ବେଆଇନ ପାର୍କିଙ୍ଗ ଫି ଆଦାୟ କରୁଥିବା ଏସପ୍ଲାନେଡ ମଲ ରେ ଖବର ସଂଗ୍ରହ କରିବାକୁ ଯାଇଥିବା ଅର୍ଗସ ସାମ୍ବାଦିକା ସ୍ଵାତି ଜେନା ଙ୍କୁ ମଲ ର ସୁରକ୍ଷାକର୍ମୀ ଅତର୍କିତ ଆକ୍ରମଣ କରିବା ସହିତ ଏକ ବନ୍ଦ ଘରେ ପୁରାଇ ବନ୍ଦୀ କରିଦେଇଥିଲେ I ଏହି ଘଟଣା କୁ ନେଇ ସବୁ ମହଲ ରେ ତୀବ୍ର ନିନ୍ଦା କରାଯିବା ସହିତ ଆଜି ଏସପ୍ଲାନେଡ ସାମ୍ନା ରେ ସାମ୍ବାଦିକ ମାନଙ୍କ ତରଫରୁ ଏକତ୍ରିତ ଭାବରେ ପ୍ରତିବାଦ କରିଛନ୍ତି I ଘଟଣାରେ ସମ୍ପୃକ୍ତ ଦୁଇଜଣ ସୁରକ୍ଷା କର୍ମୀ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ ଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଆସାମୀ ମାନଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହେଇଥିବା ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି I

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପୁଣି ବିବାଦ ରେ ସମାଜସେବୀ ମମତା ,ଥାନା ରେ ଏତଲା ଦେଲେ ମଧୁମିତା

OdishaExclusive: ଲଗୁଛି ଯେମିତି ବିବାଦ ପିଛା ଛାଡ଼ୁନି ସମାଜ ସେବି ମମତା ସାମନ୍ତରାୟ ଙ୍କର I କିଛିଦିନ ଧରି ଚର୍ଚା ରେ ରହିଥିବା ସମାଜସେବୀ ମମତା ସାମନ୍ତରାୟ ଙ୍କ ନାମରେ ପୁଣି ଆସିଛି...

ସମାଜସେବୀ ମମତା ଙ୍କ ନାମରେ ଥାନା ରେ ଏତଲା ,ଆଦିତ୍ୟ ମୃତ୍ୟ ଘଟଣାରେ ସାମ୍ବାଦିକ ଙ୍କୁ ଯୋଡ଼ିଥିଲେ

ବ୍ୟୁରୋ ରିପୋର୍ଟ :ODISHAEXCLUSIVE :ବହୁ ଚର୍ଚିତ ସମାଜସେବୀ ଆଦିତ୍ୟ ଙ୍କ ମୃତ୍ୟୁ କୁ ନେଇ ଚର୍ଚା ଲାଗି ରହିଥିବା ବେଳେ କିଏ ଦୋଷୀ ସେନେଇ ସ୍ପଷ୍ଟ ହେଇପାରିନି ତେବେ ଏପରି ସମୟରେ ଆଦିତ୍ୟ...

କନ୍ଦେଇ ଦେଲେ ଆଦିତ୍ୟ ଜୀବନର ଶେଷ ଚିଠି ର ଶେଷ ସମୟରେ ବି ଦେଶ ଚିନ୍ତା କରିଥିଲେ ଥରେ ନିହାତି ପଢନ୍ତୁ

ନାହାନ୍ତି ଆଦିତ୍ୟ ,କିନ୍ତୁ ଛାଡି ଯାଇଛନ୍ତି ଅନେକ ଅସୁମାରୀ ପ୍ରଶ୍ନ I ସାରା ଓଡିଶା ର ଯୁବ ଗୋଷ୍ଠୀ ସୋସିଆଲ ମିଡିଆରେ ଆଦିତ୍ୟ ଙ୍କୁ ନ୍ୟାୟ ଦେବାକୁ ଅଡ଼ି ବସିଛନ୍ତି I ଆଦିତ୍ୟ...

ସେସୁ କୁ ଟାଟା ପରେ ଏବେ OPGC ର 49% କିଣିଲା ଆଦାନି ପାୱାର ,ଖୁବ ଶୀଘ୍ର ନେସ୍କୋ ୱେସ୍କୋ ସାଉଥକୋ କୁ ନେଇପାରେ

ODISHA EXCLUSIVE ବ୍ୟୁରୋ :(ଗୋପାଳ ଚନ୍ଦ୍ର ) ନିକଟରେ ବିଦ୍ୟୁତ ବଣ୍ଟନ କମ୍ପାନୀ ସେସୁ କୁ ଟାଟା ପାୱାର ଅଧିଗ୍ରହଣ କରିଥିବା ବେଳେ ଏବେ ଓପିଜିସି ରେ ଆମେରିକା ଭିତିକ ଏଇଏସ ର...