ମହିଳା ସାମ୍ବାଦିକା ଙ୍କୁ ଦୁର୍ବ୍ୟବହାର କରି ୨ ଅଭିଯୁକ୍ତ ସୁରକ୍ଷା କର୍ମୀ ଗିରଫ

ବେଆଇନ ପାର୍କିଙ୍ଗ ଫି ଆଦାୟ କରୁଥିବା ଏସପ୍ଲାନେଡ ମଲ ରେ ଖବର ସଂଗ୍ରହ କରିବାକୁ ଯାଇଥିବା ଅର୍ଗସ ସାମ୍ବାଦିକା ସ୍ଵାତି ଜେନା ଙ୍କୁ ମଲ ର ସୁରକ୍ଷାକର୍ମୀ ଅତର୍କିତ ଆକ୍ରମଣ କରିବା ସହିତ ଏକ ବନ୍ଦ ଘରେ ପୁରାଇ ବନ୍ଦୀ କରିଦେଇଥିଲେ I ଏହି ଘଟଣା କୁ ନେଇ ସବୁ ମହଲ ରେ ତୀବ୍ର ନିନ୍ଦା କରାଯିବା ସହିତ ଆଜି ଏସପ୍ଲାନେଡ ସାମ୍ନା ରେ ସାମ୍ବାଦିକ ମାନଙ୍କ ତରଫରୁ ଏକତ୍ରିତ ଭାବରେ ପ୍ରତିବାଦ କରିଛନ୍ତି I ଘଟଣାରେ ସମ୍ପୃକ୍ତ ଦୁଇଜଣ ସୁରକ୍ଷା କର୍ମୀ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ ଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଆସାମୀ ମାନଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହେଇଥିବା ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି I

Leave a Reply

Your email address will not be published. Required fields are marked *