Home ତାଜା ଖବର ମନୋରଞ୍ଜନ ଙ୍କୁ ପୁଣି ଶ୍ରେଷ୍ଠ ଆୱାର୍ଡ ! ଏମିତି କଟାକ୍ଷ କଲେ ବିଜେଡି ନେତା ତଥା...

ମନୋରଞ୍ଜନ ଙ୍କୁ ପୁଣି ଶ୍ରେଷ୍ଠ ଆୱାର୍ଡ ! ଏମିତି କଟାକ୍ଷ କଲେ ବିଜେଡି ନେତା ତଥା ସାମ୍ବାଦିକ ସତ୍ୟଜିତ

ଓଡ଼ିଶା ମିଡିଆ ଦ୍ୱାରା ଆୟୋଜିତ ହେଇଥିବା ବିଭିର୍ଣ୍ଣ ସାମ୍ବାଦିକ ମାନଙ୍କୁ ପୁରସ୍କାର ଦିଆଯାଇଥିବା ବେଳେ କନକ ଟିଭି ର ମନୋରଞ୍ଜନ ମିଶ୍ର ଲାଇଭ୍’ ଶୋ କୁ ଶ୍ରେଷ୍ଠ ଟେଲିଭିନ କାର୍ଯ୍ୟକ୍ରମ ଭାବେ ପୁରସ୍କୃତ କରାଯାଇଛି I ତେବେ ମନୋରଞ୍ଜନ ଙ୍କ ଲାଇଭ ଶୋ କୁ ଆୱାର୍ଡ ଦିଆଯିବା ଘଟଣାରେ କଟାକ୍ଷ କରିଛନ୍ତି ବିଜେଡି ନେତା ତଥା ସାମ୍ବାଦିକ ସତ୍ୟଜିତ ବିମଲ I ନିଜ ସୋସିଆଲ ମିଡିଆରେ କଟାକ୍ଷ କରି ସତ୍ୟଜିତ ଲେଖିଛନ୍ତି ଯେ ବୈଜ୍ଞାନିକ ପଦ୍ଧତିରେ ହେଉଥିବା ସର୍ବେକ୍ଷଣ ଅନୁଯାୟୀ କଳିଙ୍ଗ TVର ଦୁର୍ଗା ମାଧବ ମିଶ୍ରଙ୍କ ଶୋ ର ଦର୍ଶକଙ୍କ ସଂଖ୍ୟା ଅଧିକ । କିନ୍ତୁ ପୁରସ୍କାର ପାଇଲେ ମନୋରଞ୍ଜନ ମିଶ୍ର । ଏପରିକି ବୈଜ୍ଞାନିକ ପଦ୍ଧତିକୁ ଆୟୋଜକ ଅନୁସରଣ ନକରି ମନୋରଞ୍ଜନ ମିଶ୍ର ଙ୍କ ଶୋ କୁ ପୁରସ୍କୃତ କରିଥିବା କଟାକ୍ଷ କରିଛନ୍ତି ସତ୍ୟଜିତ I ମନୋରଞ୍ଜନ ଙ୍କ ଶୋ ରେ ଶୋ ରେ କେବଳ ଦୈତାରୀ ପଣ୍ଡା, ସୋନାଲି ମୋନାଲିସା ଓ ବିଦୁସ୍ମିତା ଏପରିକି ସଦ୍ୟତମ ଉଦାହରଣ ହେଲା, ମୋ ବିଲେଇକୁ ମାରିଲା କିଏ ? କୁ ନେଇ ଦେଖାଯାଇଥାଏ ଯାହାର କି କୌଣସି ଇମ୍ପାକ୍ଟ ନଥିବା କହିଛନ୍ତି ସତ୍ୟଜିତ I ତେବେ ସତ୍ୟଙ୍କୁ ଏଭଳି କଟାକ୍ଷ ପରେ ମନୋରଞ୍ଜନ କୌଣସି ପ୍ରତିକ୍ରିୟା ରଖିନାହାନ୍ତି I

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପୁଣି ବିବାଦ ରେ ସମାଜସେବୀ ମମତା ,ଥାନା ରେ ଏତଲା ଦେଲେ ମଧୁମିତା

OdishaExclusive: ଲଗୁଛି ଯେମିତି ବିବାଦ ପିଛା ଛାଡ଼ୁନି ସମାଜ ସେବି ମମତା ସାମନ୍ତରାୟ ଙ୍କର I କିଛିଦିନ ଧରି ଚର୍ଚା ରେ ରହିଥିବା ସମାଜସେବୀ ମମତା ସାମନ୍ତରାୟ ଙ୍କ ନାମରେ ପୁଣି ଆସିଛି...

ସମାଜସେବୀ ମମତା ଙ୍କ ନାମରେ ଥାନା ରେ ଏତଲା ,ଆଦିତ୍ୟ ମୃତ୍ୟ ଘଟଣାରେ ସାମ୍ବାଦିକ ଙ୍କୁ ଯୋଡ଼ିଥିଲେ

ବ୍ୟୁରୋ ରିପୋର୍ଟ :ODISHAEXCLUSIVE :ବହୁ ଚର୍ଚିତ ସମାଜସେବୀ ଆଦିତ୍ୟ ଙ୍କ ମୃତ୍ୟୁ କୁ ନେଇ ଚର୍ଚା ଲାଗି ରହିଥିବା ବେଳେ କିଏ ଦୋଷୀ ସେନେଇ ସ୍ପଷ୍ଟ ହେଇପାରିନି ତେବେ ଏପରି ସମୟରେ ଆଦିତ୍ୟ...

କନ୍ଦେଇ ଦେଲେ ଆଦିତ୍ୟ ଜୀବନର ଶେଷ ଚିଠି ର ଶେଷ ସମୟରେ ବି ଦେଶ ଚିନ୍ତା କରିଥିଲେ ଥରେ ନିହାତି ପଢନ୍ତୁ

ନାହାନ୍ତି ଆଦିତ୍ୟ ,କିନ୍ତୁ ଛାଡି ଯାଇଛନ୍ତି ଅନେକ ଅସୁମାରୀ ପ୍ରଶ୍ନ I ସାରା ଓଡିଶା ର ଯୁବ ଗୋଷ୍ଠୀ ସୋସିଆଲ ମିଡିଆରେ ଆଦିତ୍ୟ ଙ୍କୁ ନ୍ୟାୟ ଦେବାକୁ ଅଡ଼ି ବସିଛନ୍ତି I ଆଦିତ୍ୟ...

ସେସୁ କୁ ଟାଟା ପରେ ଏବେ OPGC ର 49% କିଣିଲା ଆଦାନି ପାୱାର ,ଖୁବ ଶୀଘ୍ର ନେସ୍କୋ ୱେସ୍କୋ ସାଉଥକୋ କୁ ନେଇପାରେ

ODISHA EXCLUSIVE ବ୍ୟୁରୋ :(ଗୋପାଳ ଚନ୍ଦ୍ର ) ନିକଟରେ ବିଦ୍ୟୁତ ବଣ୍ଟନ କମ୍ପାନୀ ସେସୁ କୁ ଟାଟା ପାୱାର ଅଧିଗ୍ରହଣ କରିଥିବା ବେଳେ ଏବେ ଓପିଜିସି ରେ ଆମେରିକା ଭିତିକ ଏଇଏସ ର...