ପ୍ରେମ ସପ୍ତାହର ପ୍ରଥମ ଦିନରେ ବିବାହ ବନ୍ଧନ ରେ ବାନ୍ଧିହେଲେ ଅଭିନେତା ଅମ୍ଲାନ

amlan das marriage

ଶେଷରେ ଆଜି ବିବାହ ବନ୍ଧନ ରେ ବାନ୍ଧି ହେଇଛନ୍ତି ଓଡ଼ିଆ ସିନେମାର ର ଷ୍ଟାର ତଥା ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ପୁଅ ଅମ୍ଲାନ ଦାସ I ଆଜି ପ୍ରେମ ସପ୍ତାହ ଆରମ୍ଭ ହେଇସାରିଥିବା ବେଳେ ,ପ୍ରଥମ ଦିନର ଗୋଲାପ ଦିବସ ରେ ପ୍ରେମିକା ଙ୍କ ହାତ ରେ ହାତ ମିଶାଇଛନ୍ତି ଅମ୍ଲାନ I କଟକ ବାସଭବନ ରେ ଆର୍ଯ୍ୟ ସମାଜ ଅନୁଯାୟୀ ବିବାହ ସମ୍ପର୍ଣ୍ଣ ହେଇଛି I ସୂଚନା ଥାଉ କି ଜାନୁଆରୀ 8ତାରିଖ ରବିବାର ଅମ୍ଲାନ ଙ୍କର ନିର୍ବନ୍ଧ ସରିଥିଲା I ତେବେ ଅମ୍ଲାନ ଙ୍କ ପତ୍ନୀ ଅଭିନୟ ଜଗତରେ ପରିଚିତ ନୁହନ୍ତି I

Leave a Reply

Your email address will not be published. Required fields are marked *