କେରଳ ରେ ଆଉ ୫ କରୋନା ଆକ୍ରାନ୍ତ: ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ

ଆଜି ଅର୍ଥାତ୍ ରବିବାର କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ କେ କେ ଶୈଳଜା ପ୍ରେସ ରେ ଜଣାଇଛନ୍ତି ଯେ କେରଳ ରେ ଆଜି ଆଉ ୫ ଜଣ ଙ୍କ ଦେହ ରେ କରୋନା ଭାଇରସ ଥିବାର ଜାଣିବାକୁ ମିଳିଛି।

ପ୍ରାଥମିକ ରିପୋର୍ଟ ରୁ ଜଣା ପଡିଛି ଯେ ୫ ଜଣ ଆକ୍ରାନ୍ତ ବ୍ୟକ୍ତି ହେଉଛନ୍ତି ପତନ ମତିତ ର ବାସିନ୍ଦା।
ଏହି ୫ ଜଣ ଙ୍କ ମଧ୍ୟ ରୁ ୩ ଜଣ ଫେବୃଆରୀ ୨୯ ରେ ଇଟାଲୀ ରୁ ଫେରି ଥିଲେ। ଏହି ୩ ଜଣ ଙ୍କ ପାଖରେ ରହି ଅନ୍ୟ ୨ ଜଣ ମଧ୍ୟ ସଂକ୍ରମିତ ହୋଇଛନ୍ତି।

ଏବେ ଏମାନେ ପତନ ମତୀତ ଜେନେରାଲ ହସପିଟାଲ ରେ ଚିକିତ୍ସିତ ହେଉଛନ୍ତି

ବର୍ତମାନ ସେହି ଅଞ୍ଚଳ ର ଲୋକ ମାନଙ୍କୁ ସତର୍କ କରିବା ସହ ଏଥି ପାଇଁ ଜରୁରୀ କାଳୀନ ବୈଠକ ହେଉଛି|

ଯେହେତୁ କାରୋନା ଭାରତ ରେ ମଧ୍ୟ ବ୍ୟାପୁଛି ସମଗ୍ର ଓଡ଼ିଆ ବାସୀଙ୍କୁ ସତର୍କ ରହିବାକୁ ଅନୁରୋଧ??

Leave a Reply

Your email address will not be published. Required fields are marked *