ହାରିଲା କରୋନା ଜିତିଲେ ଓଡ଼ିଆ ପୁଅ ,ପଢନ୍ତୁ କଣ କହିଲେ ଓଡ଼ିଶାରେ ପ୍ରଥମ କରୋନା କୁ ହରେଇ ଜିତିଥିବା ବ୍ୟକ୍ତି

ଓଡ଼ିଶାରେ ଏବେ କରୋନା ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସମ୍ପୂର୍ଣ୍ଣ ସୁସ୍ଥ ହେଇ ପ୍ରଥମେ ହସ୍ପିଟାଲ ରୁ ଘରକୁ ଫେରିଥିବା କୋରଣା ଆକ୍ରାନ୍ତ ବ୍ୟକ୍ତି I କିଛି ଗଣମାଧ୍ୟମ ଆଗରେ ରଖିଥିବା ପ୍ରତିକ୍ରିୟା ରେ କହିଛନ୍ତି କି କରୋନା ସଂକ୍ରମିତ ଜଣାପଡିବା ପରେ ସେ ସମ୍ପୂର୍ଣ୍ଣ ଡରି ଯାଇଥିଲେ କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲା ପରେ ଟିକେ ସକାରାତ୍ମକ ଚିନ୍ତା ଆସିଥିଲା ହସ୍ପିଟାଲ ର ଡାକ୍ତର ଏସ ସି ସାହୁ ,ଗୁରୁଦତ୍ତ ସାରେ , ହସ୍ପିଟାଲ ନିର୍ଦେଶକ ଏବଂ ରାଜ୍ୟ ସରକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି ସୁସ୍ଥ ହେଇ ଫେରିଥିବା ବ୍ୟକ୍ତି ଜଣଙ୍କ I ଏହାସହିତ ଓଡିଶା ବାସୀଙ୍କ ଭଲପାଇବା ଏବଂ ପ୍ରାଥନା ପାଇଁ ସେ ଅତି ଜଲ୍ଦି ସୁସ୍ଥ ହେଇପାରିଲେ I

20 covid-19 positive in odisha
20 covid-19 positive in odisha

ଲୋକଙ୍କୁ ଅନୁରୋଧ କରି କହିଛନ୍ତି କି କେହି ଭୟ କରନ୍ତୁ ନାହିଁ ଯଦି ଆପଣ ସେମିତି କିଛି ଭାବୁଛନ୍ତି ତେବେ ତୁରନ୍ତ ପ୍ରତିକାର ନିଅନ୍ତୁ। ସରକାର ଙ୍କ ଦ୍ୱାରା ଲକ ଡାଉନ କୁ ମାନନ୍ତୁ ଏବଂ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ I ସମସ୍ତେ ସଚେତନ ହେଲେ ହିଁ ଆମେ କରୋନା କୁ ହରେଇ ଜିତି ପାରିବା I ଏହି ଭାଇ ଙ୍କ ବାର୍ତା ଶେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାନ୍ତୁ ଏବଂ ଗୋଟେ ଲାଇକ କରନ୍ତୁ ଅଧିକ ଖବର ଜାଣିବା ପାଇଁ I

Leave a Reply

Your email address will not be published. Required fields are marked *