ପୁଣି ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ,23ଛୁଇଁଲା

ପୁଣି ଚିହ୍ନଟ ହେଲେ ଆଉ ଦୁଇ କରୋନା ପଜିଟିଭ ଏନେଇ ରାଜ୍ୟ ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ଟ୍ବିଟ୍ ଜରିଆରେ ସୂଚନା ଦେଇଛନ୍ତି।ପୂର୍ବରୁ 21ଜଣ ଚିହ୍ନଟ ହେଇଥିବା ବେଳେ ଆଜିର ଦୁଇ ଜଣଙ୍କୁ ମିଶାଇଲେ ଏହି ସଂଖ୍ୟା 23କୁ ବୃଦ୍ଧି ହେଲା I ରାଜ୍ୟ ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ଟ୍ବିଟ୍ ଅନୁଯାୟୀ ଉଭୟ ଭୁବନେଶ୍ବରର I ଜଣେ 29ବର୍ଷୀୟ ଯୁବକ ହେଇଥିବା ବେଳେ ସେ ବମିଖାଲର ବାସିନ୍ଦା। ଏବଂ ଅନ୍ୟ ଜଣଙ୍କ ଭୁବନେଶ୍ବର କପିଳ ପ୍ରସାସ ହାଉସିଂ ବୋର୍ଡର ଫେଜ୍‌-୨ର I

ତାଙ୍କୁ ୭୦ ବୟସ ଅଟେ I ବୟସ୍କ ବ୍ୟକ୍ତି ଜଣଙ୍କ ନିକଟରେ ଅଷ୍ଟ୍ରେଲିଆରୁ‌ ଫେରି ସରକାରଙ୍କ ନିୟମ ଅନୁଯାୟୀ ହୋମ କ୍ବାରେଣ୍ଟାଇନରେ ରହୁଥିଲେ I ଉଭୟ ଙ୍କ ସଂସ୍ପର୍ଶ ରେ ଅନ୍ୟ କିଏ ଆସିଛନ୍ତି କି ନା ସେଇ ନେଇ ତୁରନ୍ତ ଟ୍ରେସ କରାଯିବ I

Leave a Reply

Your email address will not be published. Required fields are marked *