ସାବଧାନ ଆଜିଠୁ ବିନା କାରଣରେ ବାହାରେ ବୁଲି ଗହଳି କଲେ ଅମାନିଆ ଙ୍କୁ ମାଡ ମାରିବ ପୋଲିସ ନିର୍ଦେଶ ଦେଲେ ସରକାର

ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ବର୍ତମାନ ଖବର ସୁଦ୍ଧା 39 ଜଣ ପଜିଟିଭ ଚିହ୍ନଟ ହେଇଥିବା ଜଣାପଡିଛି I ରାଜ୍ୟରେ ଲକ ଡାଉନ ଚାଲିଥିବା ବେଳେ କିଛି ସ୍ଥାନରେ ସଟ୍ ଡାଉନ ମଧ୍ୟ ଜାରି କରାଯାଇଛି I ବିଶେଷ କରି ଭୁବନେଶ୍ୱର ,ପୁରୀ ,ଭଦ୍ରକ ଉପରେ କଡା ନଜର ରଖିଛନ୍ତି ପ୍ରସାଶନ I ତେବେ ଏସବୁ ସତ୍ୱେ ମଧ୍ୟ ଲୋକେ ଗହଳି କରିବା ସହିତ ବିନା କାରଣରେ ଖୁଲମ ଖୁଲା ବୁଲୁଛନ୍ତି I କିଛି ଅମାନିଆ ଙ୍କୁ ଯେତେ ବୁଝାଇଲେ ମଧ୍ୟ ସୁଧୁରୁ ନାହାନ୍ତି କିନ୍ତୁ ଗତକାଲି ରାଜଧାନୀ ରେ 18ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ପ୍ରସାଶନ I ଦୟାକରି ଘରେ ରହିବାକୁ ଅନୁରୋଧ କରିଛନ୍ତି ସରକାର I

କୌଣସି କାରଣ ନଥାଇ ବିନା କାରଣରେ ବାହାରକୁ ଯାଇ ଗହଳି କରିବା ସହିତ ଖଟି କରୁଥିବା ଅମାନିଆ ଙ୍କ ଉପରେ ଏଥର ବସିବ ଛାଟ I ଏନେଇ ନିର୍ଦେଶ ଦେଇଛନ୍ତି ସରକାର I ଭୁବନେଶ୍ୱର,କଟକ,ପୁରୀ , ବ୍ରହ୍ମପୁର ଏବଂ ରାଉରକେଲା, ରେ ଯେଉଁମାନେ ନିୟମ ନମାନି ବିନା କାରଣରେ ବୁଲିବେ ଏବଂ ଗହଳି କରିବେ ସେମାନଙ୍କୁ ବସିବ ପୋଲିସ ର ଛାଟ I ତେଣୁ ଦୟାକରି ବିନା କାରଣରେ ଘରୁ ବାହାରନ୍ତୁ ନାହିଁ ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ I ଅଧିକ ଖବର ପାଇଁ ଆମ ଫେସ୍ବୁକ ପେଜ୍ କୁ ଲାଇକ କରନ୍ତୁ I

Leave a Reply

Your email address will not be published. Required fields are marked *