ୟୁଟୁବ ଚାନେଲ ରେ ଯୋଗ ଶିଖାଉଛନ୍ତି ଯୋଗ ଗୁରୁ ଗଣେଶ ଗୋଛିକାର

ଏବେ ଲକ ଡାଉନ ଚାଲିଛି ,ସମସ୍ତେ ଗୃହବନ୍ଦୀ ଥିବାବେଳେ ସୁସ୍ଥ ରହିବା ପାଇଁ ଦୈନିକ ଜିମ୍ ବା ଯୋଗ କରିବା ନିହାତି ଜରୁରୀ କିନ୍ତୁ ବର୍ତମାନ ସବୁ ଯୋଗ ସେଣ୍ଟର ବନ୍ଦ ରହିଛି,ବିନା ଗୁରୁ ରେ ମନଇଛା ଯୋଗ ମଧ୍ୟ ଶରୀର ପାଇଁ ଅନେକ କ୍ଷତି ପହଞ୍ଚାଇଥାଏ ,ଲକ ଡାଉନ ରେ ଏସବୁ ସମସ୍ୟା କୁ ସମାଧାନ ପାଇଁ ଆନ୍ତର୍ଜାତୀୟ ସ୍ତର ରେ ଓଡିଶା ପାଇଁ ସୁଖ୍ୟାତି ଆଣିଥିବା ଯୋଗ ଗୁରୁ ଗଣେଶ୍ୱର ଗୋଛିକାର ଅନଲାଇନ ୟୁଟୁବ ରେ ସମ୍ପୂର୍ଣ୍ଣ ମାଗଣା ଭାବରେ ଶିକ୍ଷା ଦେଉଛନ୍ତି I

ୟୁଟୁବରେ ଯୋଗ ଗୁରୁ ଚାନେଲ ଖୋଲି ଯୋଗ ସଂକ୍ରାନ୍ତ ରେ ଭିଡିଓ ଅପ୍ଲୋଡ କରୁଛନ୍ତି ଯେଉଁମାନେ ଯୋଗ କରିବାକୁ ଚାହିଁବେ ସେମାନେ ୟୁଟୁବ ରେ ଭିଡିଓ ଦେଖି ଶିଖିପାରିବେ ଏବଂ ଯୋଗ କରି ସୁସ୍ଥ ରହିପାରିବେ I

Leave a Reply

Your email address will not be published. Required fields are marked *