Home ଆପଣଙ୍କ ଖବର ୟୁଟୁବ ଚାନେଲ ରେ ଯୋଗ ଶିଖାଉଛନ୍ତି ଯୋଗ ଗୁରୁ ଗଣେଶ ଗୋଛିକାର

ୟୁଟୁବ ଚାନେଲ ରେ ଯୋଗ ଶିଖାଉଛନ୍ତି ଯୋଗ ଗୁରୁ ଗଣେଶ ଗୋଛିକାର

ଏବେ ଲକ ଡାଉନ ଚାଲିଛି ,ସମସ୍ତେ ଗୃହବନ୍ଦୀ ଥିବାବେଳେ ସୁସ୍ଥ ରହିବା ପାଇଁ ଦୈନିକ ଜିମ୍ ବା ଯୋଗ କରିବା ନିହାତି ଜରୁରୀ କିନ୍ତୁ ବର୍ତମାନ ସବୁ ଯୋଗ ସେଣ୍ଟର ବନ୍ଦ ରହିଛି,ବିନା ଗୁରୁ ରେ ମନଇଛା ଯୋଗ ମଧ୍ୟ ଶରୀର ପାଇଁ ଅନେକ କ୍ଷତି ପହଞ୍ଚାଇଥାଏ ,ଲକ ଡାଉନ ରେ ଏସବୁ ସମସ୍ୟା କୁ ସମାଧାନ ପାଇଁ ଆନ୍ତର୍ଜାତୀୟ ସ୍ତର ରେ ଓଡିଶା ପାଇଁ ସୁଖ୍ୟାତି ଆଣିଥିବା ଯୋଗ ଗୁରୁ ଗଣେଶ୍ୱର ଗୋଛିକାର ଅନଲାଇନ ୟୁଟୁବ ରେ ସମ୍ପୂର୍ଣ୍ଣ ମାଗଣା ଭାବରେ ଶିକ୍ଷା ଦେଉଛନ୍ତି I

ୟୁଟୁବରେ ଯୋଗ ଗୁରୁ ଚାନେଲ ଖୋଲି ଯୋଗ ସଂକ୍ରାନ୍ତ ରେ ଭିଡିଓ ଅପ୍ଲୋଡ କରୁଛନ୍ତି ଯେଉଁମାନେ ଯୋଗ କରିବାକୁ ଚାହିଁବେ ସେମାନେ ୟୁଟୁବ ରେ ଭିଡିଓ ଦେଖି ଶିଖିପାରିବେ ଏବଂ ଯୋଗ କରି ସୁସ୍ଥ ରହିପାରିବେ I

LEAVE A REPLY

Please enter your comment!
Please enter your name here

- Advertisment -

Most Popular

କରୋନା ମହାମାରୀ ରେ ମିଳୁନି କାମ ,ଏମିତି ଅଛନ୍ତି ଇଣ୍ଟରନେଟ୍ ସେନ୍ସେସନ୍ ରାନୁ ମଣ୍ଡଳ

ଟ୍ରେନ ଷ୍ଟେସନ ରୁ ବୁଲି ବୁଲି ଜୀବନ ବିତାଉଥିବା ରାନୁ ମଣ୍ଡଳ ଅଚାନକ ’ଏକ ପ୍ୟାର କା ନଗମା…ଗୀତ ଗାଈ ସୋସିଆଲ ମିଡିଆରେ ଚହଳ ପକାଇଦେଇଥିଲେ I ଦିନକୁ ଦିନ ତାଙ୍କ ଫ୍ୟାନ...

180 ଯାତ୍ରୀ ଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଆର ପାରିକି ଚାଲିଗଲେ ଗୋଲ୍ଡ ମେଡ଼ାଲିଷ୍ଟ ପାଇଲଟ

ଗତକାଲି ଦୁବାଇରୁ ଭାରତୀୟଙ୍କୁ ନେଇ ଆସିଥିବା ଏୟାର ଇଣ୍ଡିଆ ବୋଇଂ-୭୩୭ କେରଳ କୋଝିକୋଡ କାରୀପୁର ବିମାନ ବନ୍ଦରରେ ଅବତରଣ କରି ନପାରି ତଳେ ଖସି ପଡି ଦୁଇ ଖଣ୍ଡ ହେଇଯାଇଥିବା ବେଳେ ବର୍ତମାନ...

ଓଟିଭିକୁ ନୋଟିସ ସହିତ ଥାନାରେ FIR ଦେଲା ବିଏମସି

ଓଟିଭି ଭୁଲ ଖବର ପ୍ରସାରଣ କରିଥିବା ନେଇ ଅଭିଯୋଗ କରି ନୋଟିସ ପଠାଇଛି ବିଏମସି I ଗତକାଲି ଦୁଇ ବନ୍ଧୁ ଙ୍କ ବାର୍ତାଳାପ ର ଏକ ଭିଡିଓ ଓଟିଭି ରେ ପ୍ରକାଶିତ ହେଇଥିଲା...

ନାଗ ପଞ୍ଚମିରେ ନାଗ କୁ ମାରିଥିବା ଗାଁ ରେ 26 ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲା ନାଗୁଣୀ

ସାଧାରଣତଃ ଆପଣ ପୁରାଣ ଗଳ୍ପ ବା ଫିଲ୍ମ ରେ ଦେଖିଥିବେ କି ନାଗ କୁ ହତ୍ୟା କଲେ ନାଗୁଣୀ କିଭଳି ପ୍ରତିଶୋଧ ନିଏ କିନ୍ତୁ ବାସ୍ତବ ରେ ଏମିତି ଏକ ସତ ଘଟଣା...