ସୁଟିଂ ସେଟ କୁ ଫେରିଲେ ବାବୁସାନ , ପ୍ଲାନ କରୁଛନ୍ତି କିଛି ଦମଦାର

କରୋନା ପରେ ସୁଟିଂ ସେଟ କୁ ଆଜି ଫେରିଲେ ବାବୁସାନ |
ବିଗତ ତିନି ମାସ ଧରି ବାବୁସାନ କୋରିଓଗ୍ରାଫେର ଆକାଶ ଙ୍କ ସହ ମିଶି ହାର୍ଡକୋର ଡ୍ୟାନ୍ସ ଟ୍ରେନିଂ ରେ ବ୍ୟାସ୍ତ୍ର ଥିଲେ | ଆକାଶ ହେଉଛନ୍ତି ବିକାଶ ସ୍ୱାଇଁ ଙ୍କ ଜଣେ ବିଶ୍ୱସ୍ତ ଆଶ୍ସୋସିଆଟିଏ |
ଯଦି ଆପଣ ବିକ୍ରମ ଙ୍କୁ ଜାଣି ଯଂହାନ୍ତି ତାହେଲେ ଆମେ ଜଣେଇ ଦେବାକୁ ଚାଁହୁଛୁ ଯେ ବିକାଶ ସ୍ୱାଇଁ ହେଉଛନ୍ତି ଟାଇଗର ସୋଏଫ ଙ୍କ ଡ୍ୟାନ୍ସ ଟ୍ରେନର ଯିଏ କୁ ମୁମ୍ବାଇ ରେ ରୁହନ୍ତି |

ୟା ପୂର୍ବରୁ ଶେଷ ଥର ପାଇଁ ବାବୁସାନ ଙ୍କୁ ଜୟପୁର ରେ ଏକ ଅନ୍ତର୍ଜାତୀୟ ବିଜ୍ଞାପନ ସୁଟିଂ କରୁଥିବାର ଦେଖିବାକୁ ମିଳିଥିଲା |
ସେ ଆଜି ଠୁ ପୁରୀ ରେ ଆସୁଥିବା ଫିଲ୍ମ ବିଦ୍ୟା ରାଣ ପାଇଁ ନିଜର ସୁଟିଂ ଆରମ୍ଭ କରିଛନ୍ତି

Leave a Reply

Your email address will not be published. Required fields are marked *