SIT ମୁଖ୍ୟ ବୋଥ୍ରା ଙ୍କୁ ଝଟକା ଖୋଲିଲା ଗୁମର ସରୋଜ ନାବାଳକ ପ୍ରମାଣିତ

ଯାହା ଚର୍ଚା ହେଉଥିଲା ଶେଷରେ ସେୟା ପ୍ରମାଣିତ ହେଇଛି I ସରୋଜ ନାବାଳକ ନୁହେଁ ସାବାଳକ ଅଟେ I ଏନେଇ ଆଜି ପୋକ୍ସ କୋର୍ଟ ଦର୍ଶାଇଛି I ସରୋଜ ଙ୍କ ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ କୁ ଯାଞ୍ଚ କରାଯିବା ପରେ ସରୋଜ ସାବାଳକ ନୁହେଁ ନାବାଳକ ବୋଲି ସ୍ପଷ୍ଟ ହେଇଛି I ସାର୍ଟିଫିକେଟ ଅନୁଯାୟୀ ସରୋଜ ଙ୍କ ଜନ୍ମ 6 ଫେବୃଆରୀ 2003 ମସିହା I କିନ୍ତୁ SIT ମୁଖ୍ୟ ଅରୁଣ ଦର୍ଶାଇଥିଲେ କି ଗିରଫ ହେଇଥିବା ସରୋଜ ଦୋଷୀ ଏବଂ ସେ ସାବାଳକ ଅଟେ I

ସରୋଜ ନାବାଳକ ପ୍ରମାଣିତ ହେବାପରେ ଜୁଭେନାଇଲ ବୋର୍ଡକୁ ମାମଲା ପଠାଯାଇଛି I ତାହେଲେ କିଏ କହୁଛି ସତ ? ସରୋଜ ନା ଅରୁଣ ? ଏବେ ତଦନ୍ତ କୁ ନେଇ ଅନେକ ପ୍ରଶ୍ନ ,ଯାହା ବି ଟିକେ ଭରଷା ଥିଲା ଅରୁଣ ଙ୍କ ଏହି ମିଛ ରିପୋର୍ଟ ଧରାପଡିଯିବା ପରେ ଏବେ ସନ୍ଦେହ ର ଆଙ୍ଗୁଳି ଉଠିଛି ତାଙ୍କ ଉପରକୁ ? ସତରେ ସରୋଜ ଦୋଷୀ ନା ସରୋଜ କୁ ଫସାଇ ଦିଆଯାଇଛି ? ଏପଟେ ସରୋଜ କହିଛି ଯେ ସେ ନିର୍ଦୋଷ SIT ତାକୁ ପ୍ରବଳ ମାଡ ମାରିଚି ଏଭଳି ମାନିବାକୁ I ତେବେ ଆଗାମୀ ଦିନରେ ହୁଏତ ଆହୁରି ଅନେକ ଖୁଲାସା ହୋଇପାରେ ଅଧିକ ଖବର ପାଇଁ ଲାଇକ ଏବଂ ଶେୟାର କରନ୍ତୁ I ତେବେ ଆପଣଙ୍କୁ କଣ ଲାଗୁଛି ? ସରୋଜ କୁ ଫସାଇ ଦିଆଯାଇଛି କି ? ବଡବଡିଆ ଙ୍କୁ ସୁରକ୍ଷା ଦେବାକୁ ?

Leave a Reply

Your email address will not be published. Required fields are marked *