ହାଇକୋର୍ଟ ଆଇନଜୀବୀ ପଠାଇଲେ ହେତୁବାଦୀ ମୁଖ୍ୟ ପ୍ରତାପ ରଥଙ୍କୁ ଲିଗାଲ୍ ନୋଟିସ୍

ସୂର୍ଯ୍ୟପରାଗ ଆଉ ହେତୁ ବାଦି ଙ୍କ ବିରୀୟାନି ଏବେ ଚର୍ଚା ର ବିଷୟ ପାଲଟି ଥିବା ବେଳେ , ହେତୁବାଦୀ ଏହାକୁ ଏକ କୁ ସଂସ୍କାର କହି ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିଥିଲେ ଏପରିକି ସୂର୍ଯ୍ୟ ପରାଗ ରେ ଚିକେନ ବିରୀୟାନି ଖାଇବା ସହିତ ଲୋକଙ୍କୁ ବାଣ୍ଟି ଥିଲେ ଯାହାକୁ ନେଇ ଜୋରଦାର ବିରୋଧ ହେବାରେ ଲାଗିଛି । ଏପରିକି ଦେବେନ୍ଦ୍ର ସୁତାର ଏବଂ ପ୍ରତାପ ରଥ ଙ୍କ ନାମରେ ବିଭିନ୍ନ ଥାନାରେ ଏତଲା ଦିଆଯାଇଛି । ତେବେ ଏପରି ସ୍ଥଳରେ ହାଇକୋର୍ଟ ଆଇନଜୀବୀ ସନ୍ଦୀପନ ମିଶ୍ର ପ୍ରତାପ ରଥ ଙ୍କୁ ଲିଗାଲ୍ ନୋଟିସ୍ ଜାରି କରିଛନ୍ତି ।

 

ହିନ୍ଦୁ ଧର୍ମକୁ ଅସମ୍ମାନ କଲା ଭଳି ଆପଣ ଗଣମାଧ୍ୟମରେ ସୂର୍ଯ୍ୟପରାଗକୁ ନେଇ ଆପତ୍ତିଜନକ ତଥ୍ୟ ରଖିଛନ୍ତି ,

ଏହାର ତୁରନ୍ତ ୭ ଦିନ ଭିତରେ ଉତ୍ତର ରଖି ନିସର୍ତ କ୍ଷମା ମାଗନ୍ତୁ ନଚେତ୍

କାହିଁକି ଆପଣଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନିଆଯିବ ସେ ନେଇ ଉତ୍ତର ରଖନ୍ତୁ ।

Leave a Reply

Your email address will not be published. Required fields are marked *