ଭାଇ ଆଗରେ ଭଉଣୀକୁ ଦୁଷ୍କର୍ମ ଉଦ୍ୟମ: ୨ ଯୁବକ ଅଟକ, ଅପହରଣରେ ବ୍ୟବହୃତ କାର୍‌ ଜବତ

ଛତିଶଗଡ଼ ବିଜାପୁର ଅଞ୍ଚଳର ଜଣେ ଯୁବକ ଏବଂ ତାଙ୍କ ଭଉଣୀଙ୍କୁ ଅପହରଣ । ଛୁରୀ ଦେଖାଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଏଭଳି ଅଭିଯୋଗରେ ୨ ଜଣଙ୍କୁ ଅଟକ ରଖିଛି ଟାଉନ ପୁଲିସ । ସେମାନଙ୍କ ପାଖରୁ ଜବତ ହୋଇଛି ଏକ କାର୍‌ । ନାବାଳିକାକୁ ଉଦ୍ଧାର କରାଯାଇଛି । ଅପହରଣ ଉଦ୍ୟମର ଶିକାର ହୋଇଥିବା ଯୁବକ ଏବଂ ତାଙ୍କ ଭଉଣୀ ହେଉଛନ୍ତି ଛତିଶଗଡ ଗୌରାହର ଅଞ୍ଚଳର । ଏ ସମ୍ପର୍କରେ ଥାନାରେ ମାମଲା ରୁଜୁ … Read more ଭାଇ ଆଗରେ ଭଉଣୀକୁ ଦୁଷ୍କର୍ମ ଉଦ୍ୟମ: ୨ ଯୁବକ ଅଟକ, ଅପହରଣରେ ବ୍ୟବହୃତ କାର୍‌ ଜବତ

ସମାଜସେବୀ ଶୁଭାଶିସ ଙ୍କ ନାମରେ ଥାନାରେ ଏତଲା ଦେଲେ ଆଦିତ୍ୟ ଙ୍କ ପତ୍ନୀ ବିଦ୍ୟାଶ୍ରୀ

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଇତି ମଧ୍ୟରେ ଏକ ମାସ ପୂରିଯାଇଥିବା ବେଳେ କୌଣସି ସଠିକ ତଥ୍ୟ ପାଇପାରୁନି ପୋଲିସ I ଜିଆରପି ବିଫଳ ହେବା ସହିତ ଥାନା ଅଧିକାରୀ କରୋନା ପଜିଟିଭ ବାହାରିବା ପରେ ବହୁ ଚର୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା କୁ କ୍ରାଇମ୍‌ବ୍ରାଞ୍ଚ ହାତକୁ ଟେକି ଦିଆଯାଇଛି I ତେବେ କ୍ରାଇମ ବ୍ରାଞ୍ଚ ମଧ୍ୟ ବର୍ତମାନ ସୁଦ୍ଧା ସେଭଳି କୌଣସି ଆଖି ଦୃଶିଆ ପଦକ୍ଷେପ ନେଇପାରିନି I ଅପରପକ୍ଷରେ ଯୁବ ଗୋଷ୍ଠୀ … Read more ସମାଜସେବୀ ଶୁଭାଶିସ ଙ୍କ ନାମରେ ଥାନାରେ ଏତଲା ଦେଲେ ଆଦିତ୍ୟ ଙ୍କ ପତ୍ନୀ ବିଦ୍ୟାଶ୍ରୀ

ଲକ୍-ଡାଉନ୍ ରେ ବାପଘରୁ ଆସିପାରିଲେନି ସ୍ତ୍ରୀ ବିରହରେ ଝୁରି ଝୁରି ଜୀବନ ହାରିଦେଲେ ସ୍ୱାମୀ

କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଏବେ ଲକ ଡାଉନ ଚାଲିଛି I ଅଧିକାଂଶ ନିଜ ପ୍ରିୟ ପରିଜନ ଙ୍କ ଠାରୁ ଅଲଗା ମଧ୍ୟ ରହିଛନ୍ତି କିନ୍ତୁ ଉତ୍ତରପ୍ରଦେଶ ରେ ଲକଡାଉନ୍ ଯୋଗୁଁ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଯାହା ସମସ୍ତଙ୍କୁ ବିସ୍ମିତ କରିଛି I ସୂଚନା ଅନୁଯାୟୀ ଜଣେ ସ୍ୱାମୀ ପତ୍ନୀଙ୍କଠାରୁ ଦୂରରେ ଥିବାରୁ ବିରହ ବେଦନା ସହି ନପାରି ଆତ୍ମହତ୍ୟା କରିଛନ୍ତି I ଜାତୀୟ ଖବର ରେ ପ୍ରକାଶ ହେଇଥିବା ଖବର … Read more ଲକ୍-ଡାଉନ୍ ରେ ବାପଘରୁ ଆସିପାରିଲେନି ସ୍ତ୍ରୀ ବିରହରେ ଝୁରି ଝୁରି ଜୀବନ ହାରିଦେଲେ ସ୍ୱାମୀ

ରାତି ଅଧରେ ଘରୁ ବିଜେଡି ନେତା ତଥା ପଣ୍ୟାଗାର ନିଗମର ଅଧ୍ୟକ୍ଷ ଅନୁପ ସାଏ ଙ୍କୁ ଉଠାଇନେଲା ଛତିଶଗଡ ପୋଲିସ

ରାତି ଅଧରେ ଝାରସୁଗୁଡା ର ଟାଣୁଆ ବିଜେଡି ନେତା ତଥା ବର୍ତମାନର ପଣ୍ୟାଗାର ନିଗମର ଅଧ୍ୟକ୍ଷ ଅନୁପ ସାଏ ଙ୍କୁ ଛତିଶଗଡ ପୋଲିସ ଘରୁ ଉଠାଇନେଇଛି I ଘଟଣାର ର ସମ୍ପୃକ୍ତ ତଥ୍ୟ ମିଳିପାରିନଥିଲେ ମଧ୍ୟ ପ୍ରାଥମିକ ସୂଚନା ଅନୁଯାୟୀ 2016 ମସିହାର ଏକ ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଅନୁପ ଙ୍କୁ ରାତି ଅଧିଆ ଛତିଶଗଡ ପୋଲିସ ଉଠାଇନେଇଛି I ବର୍ତମାନ ଅନୁପ ସାଏ ଙ୍କୁ ଛତିଶଗଡ଼ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ରଖାଯାଇ ପଚରାଉଚରା … Read more ରାତି ଅଧରେ ଘରୁ ବିଜେଡି ନେତା ତଥା ପଣ୍ୟାଗାର ନିଗମର ଅଧ୍ୟକ୍ଷ ଅନୁପ ସାଏ ଙ୍କୁ ଉଠାଇନେଲା ଛତିଶଗଡ ପୋଲିସ

ତାରାତାରିଣୀ ରେ ଗାଡି ପୂଜା ପାଇଁ 5ହଜାର ଦକ୍ଷିଣା ନଦେବାରୁ ଖଣ୍ଡା ରେ ଭକ୍ତ ଙ୍କ ହାତ ହାଣିଦେଲେ ସେବାୟତ

କିଛିଦିନ ତଳେ ଘୋଷଣା କରାଯାଇଥିଲା ବିଶ୍ୱ ସ୍ତରୀୟ ହେବ ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ,ଯାହାକି ସମସ୍ତଙ୍କ ଖୁସିର ଖବର ଥିଲା ତେବେ ତାରାତାରିଣୀ ପୀଠରେ ସେବାୟତ ଙ୍କ କାର୍ଯ୍ୟ ଏବେ ଚର୍ଚାର ବିଷୟ ପାଲଟିଛି I ଦକ୍ଷିଣା ଦେଲେନି ବୋଲି ଭକ୍ତ ଙ୍କୁ ଖଣ୍ଡାରେ ହାଣିଲେ ସେବାୟତ I ଘଟଣା ଅନୁଯାୟୀ ଗତକାଲି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ପୀଠ ରେ କିଛି ଭକ୍ତ ନିଜ ଗାଡି ପୂଜା କରିବାକୁ ଆସିଥିବା ବେଳେ ସେଠାରେ ଥିବା ସେବାୟତ … Read more ତାରାତାରିଣୀ ରେ ଗାଡି ପୂଜା ପାଇଁ 5ହଜାର ଦକ୍ଷିଣା ନଦେବାରୁ ଖଣ୍ଡା ରେ ଭକ୍ତ ଙ୍କ ହାତ ହାଣିଦେଲେ ସେବାୟତ

ମାଡ ଖାଇଥିବା ପରବିନ୍ଦର ଙ୍କୁ ନ୍ୟାୟ ମିଳିବା ବଦଳରେ 20ଦିନ ପରେ ଥାନାରେ ଏତଲା

ସବୁଠୁ ଚର୍ଚାରେ ଥିବା ଶିଖ ଯୁବକ ପରବିନ୍ଦର ଙ୍କ ଘଟଣା ରେ ଆସିଛି ନୂଆ ମୋଡ I ଘଟଣାର ର 20ଦିନ ପରେ ମାଡ ଖାଇଥିବା ଯୁବକ ଙ୍କ ନାମରେ ଲିଖିତ ଅଭିଯୋଗ ଆସିଛି ପ୍ରତିପକ୍ଷ ଙ୍କ ତରଫରୁ I ପୋଲିସ ସାମ୍ନା ରେ ଯୁବକ ଙ୍କୁ ନିର୍ଘାତ ମାଡ ମାରିବା ସହିତ ପଗଡି ତଳେ ଫୋପାଡ଼ିଦେଇଥିଲେ ଲକ୍ଷ୍ମୀସାଗର ଅଞ୍ଚଳ ରେ I ଯୁବକ ଜଣଙ୍କ ଥାନାରେ ଏତଲା ଦେବାପରେ କୋହଳ ଦଫା ଲଗାଯାଇଥିବା ଅଭିଯୋଗ ହେଇଥିଲା … Read more ମାଡ ଖାଇଥିବା ପରବିନ୍ଦର ଙ୍କୁ ନ୍ୟାୟ ମିଳିବା ବଦଳରେ 20ଦିନ ପରେ ଥାନାରେ ଏତଲା

ପୁଣି ପୁରୀରେ ଲଜ୍ୟା ,ଫୁଲ ତୋଳିବାକୁ ଯାଇଥିବା ବେଳେ ୨ ନାବାଳିକା ଙ୍କୁ ଯୌନଶୋଷଣ

ଶ୍ରୀକ୍ଷେତ୍ରରେ ପୋଲିସ ଦ୍ୱାରା ଦୁଷ୍କର୍ମ ହେବା ଘଟଣାକୁ ନେଇ ଦୁଇଦିନ ଧରି ଖବର ର ଶୀର୍ଷକ ପାଲଟିଥିବା ପୁରୀ ରେ ପୁଣି ଦେଖିବାକୁ ମିଳିଛି ଲଜ୍ୟା I ଦୁଇଜଣ ନାବାଳିକା କୁ ଯୌନଶୋଷଣ ହେଇଥିବା ଅଭିଯୋଗ ହେଇଛି I ପ୍ରାପ୍ତ ସୂଚନା ଅନୁଯାଇ ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ଥାନା ର ଶୁକଳ ପଞ୍ଚାୟତ ମାର୍କଣ୍ଡପଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି I ଏହି ଗ୍ରାମର ଦୁଇ ନାବାଳିକା ଗତ ରବିବାର ରେ ଫୁଲ ତୋଳୁଥିବା ସମୟରେ … Read more ପୁଣି ପୁରୀରେ ଲଜ୍ୟା ,ଫୁଲ ତୋଳିବାକୁ ଯାଇଥିବା ବେଳେ ୨ ନାବାଳିକା ଙ୍କୁ ଯୌନଶୋଷଣ

ଡାକ୍ତର ଙ୍କୁ ଧର୍ଷଣ କରି ପୋଡିଦେଇଥିଲେ ଫାଶୀ ବଦଳରେ ଅଭିଯୁକ୍ତ ଙ୍କ ଇଛାରେ ଦିଆଗଲା ମଟନ ଖାଇବାକୁ

ନିର୍ଭୟା ଗଣଦୁଷ୍କର୍ମ ପରେ ପୁଣିଥରେ ହାଇଦ୍ରାବାଦ ର ପଶୁ ଡାକ୍ତର ଙ୍କୁ ଅତି ନିର୍ମମ ଭାବେ ଗଣଦୁଷ୍କର୍ମ କରି ପୋଡି ଦେଇଥିବା ଘଟଣା ଏବେ ସାରା ଦେଶକୁ ଥରେଇ ଦେଇଛି I ସୁରକ୍ଷିତ ନୁହନ୍ତି ମହିଳା I ବାରମ୍ବାର ଦୁଷ୍କର୍ମ ର ଶିକାର ହେଉଛନ୍ତି ନିରୀହ ଯୁବତୀ ମାନେ I ଆଇନ କେବଳ ନାମକୁ ମାତ୍ର ,କାହାର ବି ଭୟ ନାହିଁ ଆଇନ କୁ I ଡାକ୍ତର ଙ୍କୁ ଦୁଷ୍କର୍ମ ଘଟଣା ରେ ତୀବ୍ର ବିରୋଧ ଏବଂ … Read more ଡାକ୍ତର ଙ୍କୁ ଧର୍ଷଣ କରି ପୋଡିଦେଇଥିଲେ ଫାଶୀ ବଦଳରେ ଅଭିଯୁକ୍ତ ଙ୍କ ଇଛାରେ ଦିଆଗଲା ମଟନ ଖାଇବାକୁ

ପୁରୀରେ ଗଣଦୁଷ୍କର୍ମ: ରକ୍ଷକ ସାଜିଲା ଭକ୍ଷକ ,ଘରେ ଛାଡ଼ିଦେବେ କହି ବନ୍ଦ ଘରେ ଧର୍ଷଣ କଲା ପୋଲିସ

ନିର୍ଭୟା ପରେ ହାଇଦ୍ରାବାଦ ରେ ଡାକ୍ତର ଯୁବତୀ ଙ୍କୁ ଦୁଷ୍କର୍ମ ପରେ ପୋଡି ମାରିଦେଇଥିବା ଘଟଣା କୁ ନେଇ ସାରା ଭାରତ ଏବେ ହଇଚଇ ସୃଷ୍ଟି ହେଇଥିବା ବେଳେ ଓଡିଶା ରେ ପୁଣି ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି I ତାହା ପୁଣି ଶ୍ରୀକ୍ଷେତ୍ର ରେ I ତେବେ ସବୁଠୁ ଆଶ୍ଚର୍ଯ୍ୟ ଘଟଣା ଯେ ଦୁଷ୍କର୍ମ ଅଭିଯୋଗ ଆସିଛି ଚାରି ଜଣ ପୋଲିସ ବାବୁ ଙ୍କ ନାମରେ I ସୂଚନା ଅନୁଯାଇ ପୁରୀ ର … Read more ପୁରୀରେ ଗଣଦୁଷ୍କର୍ମ: ରକ୍ଷକ ସାଜିଲା ଭକ୍ଷକ ,ଘରେ ଛାଡ଼ିଦେବେ କହି ବନ୍ଦ ଘରେ ଧର୍ଷଣ କଲା ପୋଲିସ

ପ୍ରିୟଙ୍କା କୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତର ମାଆ କହିଲେ ମୋ ପୁଅକୁ ଫାସୀ ଦିଅ ନହେଲେ ଜିଅନ୍ତା ଜାଳିଦିଅ

ବହୁ ଚର୍ଚିତ ହାଇଦ୍ରାବାଦର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା କୁ ନେଇ ସାରା ଭାରତ ରେ ହଇଚଇ ସୃଷ୍ଟି ହେଇଥିବା ବେଳେ ଘଟଣା ରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି I ତେବେ ଯେଉଁଭଳି ଭାବରେ ଜଣେ ମହିଳା ଡାକ୍ତର ଙ୍କୁ ଅତି ନିର୍ମମ ଭାବେ ଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ କରିବାକୁ ତାଙ୍କୁ ପୋଡି ଦିଆଗଲା ତାହାକୁ ନେଇ ସବୁ ମହଲ ରେ ତୀବ୍ର ସମାଲୋଚନା ସହିତ ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ଦେବାକୁ … Read more ପ୍ରିୟଙ୍କା କୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତର ମାଆ କହିଲେ ମୋ ପୁଅକୁ ଫାସୀ ଦିଅ ନହେଲେ ଜିଅନ୍ତା ଜାଳିଦିଅ