ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ସେଲିବ୍ରିଟି ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ,ଭିଡିଓ ସୋସିଆଲ ମିଡିଆରେ ଭାଇରଲ

ବିବାଦ ଘେର କୁ ଆସିଛନ୍ତି ଓଡ଼ିଆ ସିନେମା ର 3ଜଣ ଆଗ ଧାଡ଼ିର ନାୟିକା I ଏଲିନା ସାମନ୍ତରାୟ ,ଲଭଲି ,ପ୍ରକୃତି ମିଶ୍ର ଙ୍କ ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ଝିଅ ଦୀପାଲି I ଯେଉଁ ଜାଗାକୁ ସମସ୍ତଙ୍କୁ ବାରଣ ସେଠାକୁ କିନ୍ତୁ ଏହି 4ଜଣ ଙ୍କୁ ଦିଆଯାଇଥିଲା ପ୍ରବେଶ ର ଅନୁମତି ,କେବଳ ପ୍ରବେଶ ନୁହେଁ ସେମାନେ ସେଠାରେ ଖୋଲାଖୋଲି ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ଛାଡିଛନ୍ତି I ପ୍ରାଥମିକ ସୂଚନା ଅନୁଯାଇ … Read more ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ସେଲିବ୍ରିଟି ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ,ଭିଡିଓ ସୋସିଆଲ ମିଡିଆରେ ଭାଇରଲ

ଅଣସର ନୀତି ରେ କ’ଣ ହୁଏ ତାଟି ଭିତରେ, ଗୋପନରେ ?

ଅଣସର ସମୟରେ ଅଣସର ତାଟି ଭିତରେ ଶ୍ରୀବିଗ୍ରହ ମାନଙ୍କର ଯେଉଁ ସେବା ହୁଏ ତାହା ଗୁପ୍ତ ସେବା।କିନ୍ତୁ ସେହି ଗୁପ୍ତ ସେବା ସମ୍ପର୍କରେ ନୀଳାଦ୍ରି ମହୋଦୟରେ ସ୍ଵତନ୍ତ୍ର ବର୍ଣ୍ଣନା ଅଛି।ଅଣସର ବିଧି ସମ୍ପର୍କରେ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କୁ ବ୍ରହ୍ମା କହିଛନ୍ତି ହେ ରାଜା,ବିଶ୍ଵାବସୁ ଏବଂ ବିଦ୍ୟାପତି ବଂଶର ସେବକ ମାନେ ଦାରୁ ବ୍ରହ୍ମଙ୍କ ଅଙ୍ଗରୁ ଧୀରେ ଧୀରେ ୬ ଦିନ ପର୍ଯ୍ୟନ୍ତ ଲେପ ଛଡାଇବେ।ସପ୍ତମ ଦିନ ଶ୍ରୀଅଙ୍ଗରେ ସୁବାସିତ ତୈଳ ସହ ରାଶି ତେଲ ମର୍ଦନ କରିବେ।ଅଷ୍ଟମ … Read more ଅଣସର ନୀତି ରେ କ’ଣ ହୁଏ ତାଟି ଭିତରେ, ଗୋପନରେ ?

ମୋବାଇଲ ଚୋରି ରୋକିବା ପାଇଁ ମୋଦୀ ସରକାରଙ୍କ ବଡ଼ ପଦକ୍ଷେପ, ଚୋରି ପରେ ବ୍ୟବହାର ଉପଯୋଗୀ ରହିବ ନାହିଁ ମୋବାଇଲ ଫୋନ

ବର୍ତ୍ତମାନ ଚାରିଆଡ଼େ ମୋବାଇଲ ର ବହୁଳ ବ୍ୟବହାର ହେବ ସହିତ ମୋବାଇଲ ଚୋରି ହେବ ମଧ୍ୟ ଏକ ସାଧାରଣ ଘଟଣା ପାଲଟି ଗଲାଣି। ଚୋର ମାନେ ବିଭିନ୍ନ ଉପାୟରେ ମୋବାଇଲ ଚୋରି କରି ମୋବାଇଲ କୁ ବ୍ୟବହାର କରିବା ସହିତ ସେଥିରେ ଥିବା କିଛି ବ୍ୟକ୍ତିଗତ ଜିନିଷ ର ଭୁଲ୍ ବ୍ୟବହାର ମଧ୍ୟ କରିଥାନ୍ତି। ତେବେ ଏହାକୁ ରୋକିବା ପାଇଁ ମୋଦି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦୂରସଂଚାର ମନ୍ତ୍ରଣାଳୟ ସେଣ୍ଟ୍ରାଲ ଇକ୍ୟୁପମେଣ୍ଟ ଆଇଡିଏନ୍ଟିଟି ରେଜିଷ୍ଟର … Read more ମୋବାଇଲ ଚୋରି ରୋକିବା ପାଇଁ ମୋଦୀ ସରକାରଙ୍କ ବଡ଼ ପଦକ୍ଷେପ, ଚୋରି ପରେ ବ୍ୟବହାର ଉପଯୋଗୀ ରହିବ ନାହିଁ ମୋବାଇଲ ଫୋନ

ପୃଥିବୀକୁ ସୁନା ,ଚାନ୍ଦି କେଉଁଠୁ ଆସିଥାଏ : ଜାଣିଛନ୍ତି କି?

ବିଶ୍ବର ଅନେକ ସ୍ଥାନରେ ଅନେକ ଜିନିଷ ଭରି ହୋଇ ରହିଛି।ଯେପରି ସୁନା, ପ୍ଲାଟିନମ୍, ଚାନ୍ଦୀ, ୟୁରାନିୟମ ଇତ୍ୟାଦି।ଏବେ ପ୍ରଶ୍ନ ଉଠୁଛି ଯେ ଏ ସବୁ ଧାତୁ ପୃଥିବୀକୁ ଆସିଲା କେଉଁଠୁ।ଏହା କଣ ଭୂଗର୍ଭରୁ ରାସାୟନିକ ପ୍ରତିକ୍ରିୟା ଦ୍ଵାରା ସୃଷ୍ଠି ହୋଇଛି କି?ଆମେରିକାର ବୈଜ୍ଞାନିକମାନେ ଏ ସବୁ ଧାତୁ ମିଳିବା ବିଷୟରେ ଏକ ନୂଆ ଅନୁଧ୍ୟାନ ଜାରି କରିଥିଲେ। ବୈଜ୍ଞାନିକ ମାନେ ଏକ ଅଧ୍ୟୟନ ରୁ ଜାଣିଥିଲେ କି ସୁପର ନୋଭା କାରଣରୁ ପୃଥିବୀକୁ ଏହି ସବୁ ଧାତୁ … Read more ପୃଥିବୀକୁ ସୁନା ,ଚାନ୍ଦି କେଉଁଠୁ ଆସିଥାଏ : ଜାଣିଛନ୍ତି କି?

ଘରୁ ଝିଟିପିଟିକୁ ବାହାର କରିବାର ସହଜ ଉପାୟ

ପ୍ରାୟତଃ ସମସ୍ତଙ୍କ ଘରେ ଝିଟିପିଟି ଦେଖିବାକୁ ମିଳିଥାଏ ଏହା ମଣିଷ ଜୀବନ ପାଇଁ ବହୁତ କ୍ଷତିକାରକ ହୋଇଥାଏ I ଝିଟିପିଟି ଖାଦ୍ୟରେ ପଡିବା ଦ୍ୱାରା ଖାଦ୍ୟ ବିଶରେ ପରିଣତ ହୋଇଯାଏ ଓ ସେହି ଖାଦ୍ୟକୁ ଖାଇବା ଦ୍ୱାରା ଆମର ଶରୀର ଅସୁସ୍ଥ ହୋଇପଡେ Iଯାହା ଫଳରେ ଆମେ ତାକୁ ଘରୁ ଘଉଡାଇବା ପାଇଁ ବହୁତ ଚେଷ୍ଟା କରିବା ପରେ ମଧ୍ୟ ସେ ଘରୁ ଯାଆନ୍ତି ନାହିଁ I ଘରୁ ଝିଟିପିଟିକୁ ସହଜ ଉପାୟ ମାଧ୍ୟମରେ ବାହାର କରାଯାଇପାରିବ … Read more ଘରୁ ଝିଟିପିଟିକୁ ବାହାର କରିବାର ସହଜ ଉପାୟ

ଭୁଲୁରେବି ସ୍ତ୍ରୀ ଲୋକ ଏହି ପାଂଚଟି ଭୁଲ କରନ୍ତୁ ନାହିଁ

ଆମ ହିନ୍ଦୁ ଧର୍ମରେ 16 ସଂସ୍କାରର ପ୍ରଥା ରହିଛି ସେଠି ମଧ୍ୟରୁ ବିବାହ ପ୍ରଥା ଅନ୍ୟତମ କାରଣ ବିବାହ ବନ୍ଧନରେ ବାନ୍ଧି ହୋଇ ସ୍ୱାମୀ ସ୍ତ୍ରୀ ସାତ ଜନ୍ମର ସାଥି ହୋଇଥାନ୍ତି I ବିବାହ ପରେ ତାଙ୍କର କର୍ମ ଗୋଟିଏ ଜାଗାରେ ଯୋଡିହୋଇଯାଏ ତାଙ୍କ ମଧ୍ୟରୁ ଯିଏ ଭଲ କାମ କାରୁବା ଖରାପ ଦୁହିଁଙ୍କ ଉପରେ ତାର ପ୍ରଭାବ ପଡିଥାଏ I ଯଦି ଜଣେ ମଧ୍ୟ ଖରାପ କର୍ମ କରେ ତାହା ଦୁଇ ଜଣଙ୍କୁ ଭୋଗିବା ପାଇଁ … Read more ଭୁଲୁରେବି ସ୍ତ୍ରୀ ଲୋକ ଏହି ପାଂଚଟି ଭୁଲ କରନ୍ତୁ ନାହିଁ

ପ୍ରାକୃତିକ ଭାବରେ ଆଖିତଳୁ କଳାଦାଗ ହଟାନ୍ତୁ

ଦୁଇ ପଦକ୍ଷପ ନେବାକୁ ପଡିବ କଳାଦାଗକୁ ତିନିଦିନରେ ହଟାଇବାକୁ ହେଲେ ପ୍ରଥମ ପଦକ୍ଷପରେ ଦରକାର ହେବ ଏକ କାକୁଡି ,ଆଳୁ ,ମହୁ ଓ ଆଲୋବେରା ଜେଲ I କାକୁଡିରେ ସ୍କ୍ରବୀକି ଏସିଡ଼ି ଓ କାଫିକି ଏସିଡ଼ି ଉପସ୍ଥିତ ଥାଏ ଯାହା ଆଖରେ ବ୍ଲଡ଼ ସାରକୁଲସନ ବଢ଼ାଇଥାଏ I ଆଳୁ ଓ କାକୁଡ଼ିର ଉପରିଭାଗକୁ ଛେଲି ତାର ଚୋପାର ରସକୁ ଏକ ବାଉଲୁରେ ରଖନ୍ତୁ ଏବଂ ଏହା ପରେ ଏକ ଚାମଚ ମହୁ ଓ ଏକ ଚାମଚ ଆଲୋବେରା … Read more ପ୍ରାକୃତିକ ଭାବରେ ଆଖିତଳୁ କଳାଦାଗ ହଟାନ୍ତୁ

ମାତ୍ର 2ଦିନରେ ଯାଦୁ କାଛୁ ଭଲ କରିବାର ସହଜ ଉପାୟ

ଯାଦୁ,କାଛୁକୁ ଦୁଇଦିନରେ କରନ୍ତୁ ଖତମ ଅଧିକାଂଶ ଗରମ ସମୟରେ ବା ଅଧିକ ଝାଳ ବୋହିବା କାରଣରୁ ଆମ ଶରୀରରେ ଯାଦୁ ,କାଛୁ ଦେଖାଦେଇଥାଏ I ଏହି ସମସ୍ୟା ହାଲକା କୁଣ୍ଡେଇହବାରୁ ଆରମ୍ଭ ହୋଇଥାଏ ଯଦି ଏହା ପ୍ରତି ଆମେ ଧ୍ୟାନ ଦେବା ନାହିଁ ଆଗକୁ ଏହା ବହୁତ ବଡ ଧାରଣର ଦାଗ ପାଲଟିଯାଏ ଓ ସ୍କିନି ଇନଫେକ୍ସନ ମଧ୍ୟ କରିଥାଏ I ଏହା କୌଣସିବି ଜାଗାରେ ହୋଇପାରେ ଯେମିତି ଗାଲ ,ପିଠି ,ମୁହଁ ,ଗୋଡ ଇତ୍ୟାଦି ଜାଗାରେ … Read more ମାତ୍ର 2ଦିନରେ ଯାଦୁ କାଛୁ ଭଲ କରିବାର ସହଜ ଉପାୟ

ରାତିରେ କାହିଁକି କରାଯାଏ ନାହିଁ ଶବର ପୋଷ୍ଟମର୍ଟମ : କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଜଣେ ବ୍ୟକ୍ତିର ମୃତ୍ୟୁ ପରେ ତାର କାରଣ ଜାଣିବା ପାଇଁ ଶରୀରକୁ ପୋଷ୍ଟମର୍ଟମ କରାଯାଏ।ଏହି ପ୍ରକ୍ରିୟା ମୃତ୍ୟୁର ୧୦ ଘଣ୍ଟା ଭିତରେ ହିଁ କରାଯାଏ।ଏବଂ ପୋଷ୍ଟମର୍ଟମ କରିବା ଲୋକଙ୍କୁ ପରିବାର ଲୋକଙ୍କ ସହମତି ନିଆଯାଇଥାଏ। ପ୍ରାୟତଃ ଆପଣମାନେ ଦେଖିଥିବେ ପୋଷ୍ଟମର୍ଟମ ରାତିରେ କରାଯାଏ ନାହିଁ।କାରଣ ରାତିରେ ଟ୍ୟୁବ୍ ଲାଇଟ ଏବଂ ଏଲ୍ଇଡି ଆଲୁଅର ଆଘାତରେ ନାଲି ରଙ୍ଗ ବାଇଗଣୀ ରଙ୍ଗ ଦେଖାଯାଏ।କିନ୍ତୁ ସୂର୍ଯ୍ୟ ଆଲୋକରେ ଆଘାତର ନାଲି ରଙ୍ଗ ନାଲି ହିଁ ଦେଖାଯାଏ। ଏହା ବ୍ୟତୀତ ଆମ … Read more ରାତିରେ କାହିଁକି କରାଯାଏ ନାହିଁ ଶବର ପୋଷ୍ଟମର୍ଟମ : କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ତମ୍ବା ମୁଦି ପିନ୍ଧିଲେ ଶରୀରକୁ ମିଳିଥାଏ ଏହି ୫ଟି ଲାଭ : ଜାଣନ୍ତୁ କଣ

ଆପଣମାନଙ୍କ ମଧ୍ୟରୁ ଅନେକ ଜଣ ତମ୍ବା ବାସନରେ ରଖାଯାଉଥିବା ପାଣି ପିଉଥିବେ।ଏବେ ଆପଣମାନଙ୍କ ଗୁରୁଜନ କହିଥିବେ ତମ୍ବା ବାସନରେ ପାଣି ପିଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ। ଆୟୁର୍ବେଦ ଅନୁସାରେ ତମ୍ବା ବାସନରେ ପାଣି ପିଇଲେ କିମ୍ବା ଖାଇଲେ ବାତ, ପିତ୍ତ ଏବଂ କଫ ସନ୍ତୁଳିତ ରହିଥାଏ।ତମ୍ବା ମୁଦି ପିନ୍ଧିଲେ ଏହା ଆପଣଙ୍କ ଶରୀରରେ ଥିବା ଜୀବାଣୁ ଗୁଡ଼ିକ ସହ ଲଢ଼ିଥାଏ ଏବଂ ଏହା ସହ ଏଥିରେ ଥିବେ କପର୍ ଯୋଗୁ ବାସ୍ତୁ ଦୋଷରୁ ମୁକ୍ତି ମିଳିଥାଏ। … Read more ତମ୍ବା ମୁଦି ପିନ୍ଧିଲେ ଶରୀରକୁ ମିଳିଥାଏ ଏହି ୫ଟି ଲାଭ : ଜାଣନ୍ତୁ କଣ