ଘର ପାଖରେ କେଉଁ ଗଛ କେଉଁଠି ଲଗାଇଲେ ଧନ ବୃଦ୍ଧି ହୋଇଥାଏ

ଘର ଚାରିପାଖେ ଆମେ ଗଛ ଲଗାଇ ଥାଉ। ତାହା ଘର ସୁନ୍ଦର ରହିବା ପାଇଁ ହେଉ ଅଥବା ଗଛରୁ ଫଳ ଓ ଛାଇ ପାଇଁ। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଗଛ ସହ ମଣିଷ ର ଭାଗ୍ୟ ମଧ୍ୟ ଯୋଡ଼ି ହୋଇ ରହିଛି। ତେବେ ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ କେଉଁଠି କେଉଁ ଗଛ ଲଗାଇବା ଯାହା ଫଳରେ ଆମର ବାସ୍ତୁ ଦୋଷ ଦୂର ହେବା ସହ ଦାରିଦ୍ର୍ୟ ମଧ୍ୟ ଦୂରେଇ ଯିବ। ଯେଉଁ ସବୁ ଗଛର … Read more ଘର ପାଖରେ କେଉଁ ଗଛ କେଉଁଠି ଲଗାଇଲେ ଧନ ବୃଦ୍ଧି ହୋଇଥାଏ

ନଖ ଉପରେ ଥିବା ଅହି ଅର୍ଦ୍ଧ ଚନ୍ଦ୍ର ର ଅର୍ଥ କଣ।

ଆମ ଶରୀର ରେ ଏମିତି ବହୁତ୍ କଥା ରହିଛି ଯାହା ଆମ ସ୍ବାସ୍ଥ୍ୟ ଓ ଶରୀର ବିଷୟରେ ଦର୍ଶାଇ ଥାଏ। ଯେପରିକି କୁ ହାତର ରେଖା କୁ ଦେଖି ଭାଗ୍ୟ ଓ ଆଙ୍ଗୁଠି କୁ ଦେଖି ସୌଭାଗ୍ୟ ନିର୍ଧାରଣ କରାଯାଏ। ସେହିପରି ଭାବେ ଆମ ନଖରେ ଥିବା ଅଧା ଚନ୍ଦ୍ର ଆମ ଶରୀର ବିଷୟରେ ବହୁତ୍ କିଛି କହିଥାଏ। ଆପଣଙ୍କ ସ୍ବାସ୍ଥ୍ୟ ଯଦି ଠିକ୍ ନଥାଏ ତାହେଲେ ଏହି ଚିଂହ ଶରୀର ରୁ ଅଦୃଶ୍ୟ ହୋଇଯାଏ। ସ୍ବାସ୍ଥ୍ୟ … Read more ନଖ ଉପରେ ଥିବା ଅହି ଅର୍ଦ୍ଧ ଚନ୍ଦ୍ର ର ଅର୍ଥ କଣ।