ମ୍ୟାଟ୍ରିକ୍ ପରିକ୍ଷା ପରେ କଣ ପଢିବେ,ଶିକ୍ଷା ଗ୍ରହଣରେ ଶିଳ୍ପ ତାଲିମ ଅନୁଷ୍ଠାନର ଭୂମିକା
ଏବେ ପ୍ରାୟତଃ ପରୀକ୍ଷା ଋତୁ ଶେଷ ହୋଇ ଯାଇଛି ।କାଁ ଭାଁ ବାକି ଅଛି। ଯାହାଙ୍କ ପାଇଁ ଚିନ୍ତା ନାହିଁ। ଯେଉଁ ମାନଙ୍କ ପାଇଁ ଚିନ୍ତା ଲାଗିଛି ସେମାନେ ଏବେ ଦ୍ୱନ୍ଦରେ। କେଉଁ ଡାଳ ଧରିବେ। କାହାକୁ ଛାଡ଼ିବେ। ମାଧ୍ୟମିକ ଶିକ୍ଷା ଗ୍ରହଣ ସମୟରେ ସବୁ ବିଷୟରେ ପଢାଯାଏ। ଯଥା, ସାହିତ୍ୟ, ଇଂରାଜୀ, ଇତିହାସ, ଭୂଗୋଳ, ବିଜ୍ଞାନ, ଗଣିତ ଇତ୍ୟାଦି ଇତ୍ୟାଦି। ଏଥିରେ କୃତକାର୍ଯ୍ୟ ହେଲା ପରେ ପରେ ଆସ୍ତେ ଆସ୍ତେ ଗୋଟିଏ ଗୋଟିଏ ବିଷୟ ପ୍ରତି … Read more ମ୍ୟାଟ୍ରିକ୍ ପରିକ୍ଷା ପରେ କଣ ପଢିବେ,ଶିକ୍ଷା ଗ୍ରହଣରେ ଶିଳ୍ପ ତାଲିମ ଅନୁଷ୍ଠାନର ଭୂମିକା