ଫାସୀ ପୂର୍ବରୁ ଭୋ ଭୋ ହେଇ କାନ୍ଦିଲା ବିନୟ କହିଲା ପ୍ଲିଜ ମତେ ଛାଡିଦିଅ ମୁଁ ବଞ୍ଚିବାକୁ ଚାଁହୁଚି
କୁହାଯାଏ ଜୀବନରେ ତୁମେ ଦୁଇଥର ଠକିଦେଇ ପାର କିନ୍ତୁ ତୃତୀୟ ଥର ହାବୁଡ଼ ରେ ପଡିବ ତେବେ ତିନିଥର ଆଇନର ଗଳାବାଟ ଦେଇ ଫାଙ୍କି ଯିବା ପରେ ଚତୁର୍ଥ ଥର କୁ ଲାଗିଛି ରୋକ I ଲିଭି ଯାଇଛି ନିର୍ଭୟା ଗଣଦୁଷ୍କର୍ମ କାରି ଚାରି ଅଭିଯୁକ୍ତ ଙ୍କ ଜୀବନ I ଦିଲ୍ଲୀର ପଟିଆଲା ହାଉସ କୋର୍ଟଙ୍କ ଚତୁର୍ଥ ମୃତ୍ୟୁ ୱାରେଣ୍ଟ ଅନୁଯାୟୀ ଆଜି ସକାଳ 5.30 ରେ ଚାରି ଅଭିଯୁକ୍ତ ଙ୍କୁ ଫାସି ଦିଆଯାଇଛି I ସାରା … Read more ଫାସୀ ପୂର୍ବରୁ ଭୋ ଭୋ ହେଇ କାନ୍ଦିଲା ବିନୟ କହିଲା ପ୍ଲିଜ ମତେ ଛାଡିଦିଅ ମୁଁ ବଞ୍ଚିବାକୁ ଚାଁହୁଚି