ଚାଲ୍ ଫେରିଯିବା ଗାଆଁ କୁ -ଦୁର୍ଗା ଶଙ୍କର

ଆ ଫେରିଯିବା ଗାଆଁ କୁ ଆପଣେଇ ମାଟି ମାଆ କୁ ସହରୀ ଜୀବନ ସଙ୍କଟ ରେ ଏଠି ରୋଗୀ ସେବା ଖାଲି ନାଆଁ କୁ । ଅମ୍ଳଜାନ କିଲୋ ହଜାରେ ସହଜେ ମିଳୁନି ବଜାରେ ପ୍ରଦୂଷିତ ବାୟୁ ପ୍ରଶ୍ୱାସରେ ନେଉ ତୁଣ୍ଡି ବାନ୍ଧି ନିଜ ମୁହଁରେ । କଳ କାରଖାନା ଚାଲୁନି ଦୋକାନ ବଜାର ଖୋଲୁନି ଖଟିଲେ ଖାଇବୁ ଘରଭଡା ଦେବୁ କାମକୁ କେହିବି ଡାକୁନି । ଭୋକ ଉପାସରେ ମରୁଛୁ କରୋନା ଭୟରେ ଥରୁଛୁ ଲକ … Read more ଚାଲ୍ ଫେରିଯିବା ଗାଆଁ କୁ -ଦୁର୍ଗା ଶଙ୍କର

ଭିର୍ଣ୍ଣ ଏକ ପ୍ରେମ-ଉପସ୍ଥାପନା ଗୋପାଳ ଚନ୍ଦ୍ର

OE ବ୍ୟୁରୋ (୯/୨ ): ସ୍ୱତନ୍ତ୍ର ଉପସ୍ଥାପନା: ଗୋପାଳ ଚନ୍ଦ୍ର ପତି କୋହଲା ପାଗ କୁ ଶୀତୁଆ ସନ୍ଧ୍ୟା I ସମୟ ପ୍ରାୟ ସନ୍ଧ୍ୟା ୭ ଟା ପାଖାପାଖି ହେବ I ବସ ଷ୍ଟପେଜ ରେ ରାଉରକେଲା ରୁ ଢେଙ୍କାନାଳ ଅଭିମୁଖେ ବସ ଅପେକ୍ଷାରେ ଥାଏ ମୁଁ I ଭିଡ ଭିତର କୋଳାହଳ କୁ ଭଙ୍ଗ କରି କିଛି ସମୟ ଭିତରେ ପହଞ୍ଚିଲା ବସ I ତରତର ରେ ବସ ଭିତରକୁ ଚଢ଼ିଗଲି,ପୂର୍ବରୁ ଟିକେଟ କାଟିଥିବା ୧୮ … Read more ଭିର୍ଣ୍ଣ ଏକ ପ୍ରେମ-ଉପସ୍ଥାପନା ଗୋପାଳ ଚନ୍ଦ୍ର

ଜନ୍ମାଷ୍ଟମୀର ଗୁଢ ରହସ୍ୟ,କାହିଁକି ପାଳନ କରାଜାଏ ଜନ୍ମାଷ୍ଟମୀ

“ୟଦା ୟଦାହି ଧର୍ମସ୍ୟ ଗ୍ଲାର୍ନିଭବତି ଭାରତ । ଅଭ୍ୟୁଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍॥” ଯେତେବେଳେ ଧରାପୃଷ୍ଠ ରେ ଅନ୍ୟାୟ ଅନୀତି ବଢି ଯାଇ ପାପୀମାନଙ୍କର ପାଦୁର୍ଭାବ ବଢିଯାଏ ଠିକ ସେହି ସମୟରେ ଭଗବାନ ସ୍ବୟଂ ଧରାପୃଷ୍ଠକୁ ଅବତାର ନେଇ ଆସନ୍ତି।ଦ୍ଵାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । ସବୁ ଅବତାର … Read more ଜନ୍ମାଷ୍ଟମୀର ଗୁଢ ରହସ୍ୟ,କାହିଁକି ପାଳନ କରାଜାଏ ଜନ୍ମାଷ୍ଟମୀ

ସତ ହେଉଛି କି ମାଳିକା ବଚନ ? କଣ ଲେଖିଥିଲେ ମାଳିକା ପଢନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ

ଏବେ ସାରା ବିଶ୍ୱ ରେ କରୋନା ର ହାହାକାର ଚାଲିଥିବା ବେଳେ ଶକ୍ତିଶାଳୀ ବୋଲାଉଥିବା ଦେଶ ବି କରୋନା ସାମ୍ନାରେ ହାରି ଗଲେଣି I ତେବେ ଏଭଳି ସ୍ଥିତି ରେ ପ୍ରସିଧ ଭବିଷ୍ୟବାଣୀ କରିଥିବା ନଷ୍ଟ୍ରେଦାମ ଙ୍କୁ ସାରା ବିଶ୍ୱ ମନେ ପକାଉଥିବା ବେଳେ ଓଡିଶା ରେ ମାଳିକା ବଚନ କୁ ନେଇ ସବୁଆଡେ ଚର୍ଚ୍ଚା I କଣ ଲେଖିଥିଲେ ମାଳିକା ? କରୋନା ସହିତ ମାଳିକା ଲିଖନ ର କି ସମ୍ପର୍କ ରହିଛି ? ଆସନ୍ତୁ … Read more ସତ ହେଉଛି କି ମାଳିକା ବଚନ ? କଣ ଲେଖିଥିଲେ ମାଳିକା ପଢନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ

ଆଜି ଆର୍ଥ ଆୱାର ପୃଥିବୀ ପାଇଁ ଏକ ଘଣ୍ଟା ବିଦ୍ୟୁତ୍ ବନ୍ଦ

ବର୍ତ୍ତମାନ ପୃଥିବୀ ଏକ ସଙ୍କଟ ପରିସ୍ଥିତି ଦେଇ ଅଣାୟତ୍ତ ଭାବରେ ଆଗକୁ ଚାଲୁଛି ।କରୋନାର କରାଳ ଗ୍ରସରେ ଆଜି ପ୍ରତ୍ୟେକ ମୂହୁର୍ତ୍ତ ଆଶା ଓ ଆଶଙ୍କାରେ ବିତୁଛି ।ସମଗ୍ର ବିଶ୍ୱବାସୀ ସତର୍କତା ମୂଳକ ପ୍ରତିଷେଧକ ବ୍ୟବସ୍ଥାକୁ ଆପଣେଇ ନିଜ ନିଜ ଗୃହ ଭିତରେ ବନ୍ଦ ଜୀବନ ବିତାଉଛନ୍ତି । ଫଳରେ କଳକାରଖାନା, ଯାନବାହାନ, ନିୟମିତ ଭାବେ ଉଡ଼ାଣ କରୁଥିବା ବିମାନ, ରେଳସେବା ସମ୍ପୂର୍ଣ୍ଣ ଭାବରେ ବନ୍ଦ ଅଛି । ତେଣୁ ପୃଥିବୀ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ଗୋଟିଏ … Read more ଆଜି ଆର୍ଥ ଆୱାର ପୃଥିବୀ ପାଇଁ ଏକ ଘଣ୍ଟା ବିଦ୍ୟୁତ୍ ବନ୍ଦ

ସମ୍ପର୍କ ଆଉ ଅସହାୟ ର ଦୁଇ ଟୋପା ଲୁହ

ଓଡିଶା Exclusive / ସ୍ୱତନ୍ତ୍ର ଉପସ୍ଥାପନା :ଗୋପାଳ ଚନ୍ଦ୍ର/ ସମ୍ପାଦକ) ନୂଆ ନୂଆ ବୋହୁ ହେବାକୁ ସଜବାଜ ହେଉଥିବା ଗହଳି ଭିତରୁ ନିରୀହ ଆଖି ଦୁଇଟି ବାରମ୍ବାର ଅନ୍ୟ ମନସ୍କ ହେଉଥିଲା ,ସତେ ଯେଭଳି କାହାକୁ ଖୋଜୁଥିଲା ,ନିଜକୁ ଯେତେ ଖୁସି ଅଛି ବୋଲି ଦେଖାଇ ହେଉଥିଲେ ମଧ୍ୟ ଭିତର କୋହ ଆଉ ଭୟ ସ୍ପଷ୍ଟ ଭାବରେ ବାରି ହେଇପଡୁଥିଲା I କିଏ ସେ ଆପଣାର ଯାହା ପାଇଁ ହୃଦୟ ର ସ୍ପନ୍ଦନ ଟା ତୀବ୍ର ବେଗରେ … Read more ସମ୍ପର୍କ ଆଉ ଅସହାୟ ର ଦୁଇ ଟୋପା ଲୁହ

ବାପା ଏକ ହୃଦୟଛୁଆଁ କାହାଣୀ ନିହାତି ପଢିବେ ଉପସ୍ଥାପନା :ଗୋପାଳ ଚନ୍ଦ୍ର

ଆଖିକୁ ଭଲ ଭାବରେ ଦିଶୁନଥାଏ ,କାନକୁ ବି ଶୁଭୁନଥାଏ ,ପାଟିରୁ ଦାନ୍ତ ବି ପଡିସାରିଥାଏ ,ଚାଲିବାକୁ ପାଦ ରେ ବି ଶକ୍ତି ନଥାଏ ,ବୟସ 75 ଛୁଇଁଲାଣି ,ସାମାନ୍ୟ ଟିକେ ଜର ହେଇଥିଲା ଅବହେଳାରୁ ବଢିଯାଇଛି,ରକ୍ତଚାପ ଟା ବି କମିଯାଇଛି , ଖାଲି ବାଉଳି ହେଉଛନ୍ତି ,ସମସ୍ତେ କିଛି ଅଲଗା କଥା କହୁଛନ୍ତି ଶୁଣିଲା ପରେ ମନଟା ଘାଣ୍ଟି ହେଲା,ବ୍ୟସ୍ତ ଵ୍ୟବ୍ରତ ରେ ଛାଟିପିଟି ହେଲା , ତାଙ୍କ ସହିତ କରିଥିବା ଶପଥ କୁ ଭୁଲିଗଲି ,ଯେତେ … Read more ବାପା ଏକ ହୃଦୟଛୁଆଁ କାହାଣୀ ନିହାତି ପଢିବେ ଉପସ୍ଥାପନା :ଗୋପାଳ ଚନ୍ଦ୍ର

ଆଜି ବିଶ୍ୱ ପରିବେଶ ଦିବସ ,ଗଛଟିଏ ନିହାତି ଲଗାନ୍ତୁ ଏବଂ ପୃଥିବୀ କୁ ରକ୍ଷା କରନ୍ତୁ

ଆଜି ଜୁନ ୫। ବିଶ୍ବ ପରିବେଶ ଦିବସ। ଏହିଦିବସ ଟି ୧୯୭୪ ମସିହା ଜୁନ ୫ ତାରିଖ ରୁ ୧୦୦ ରୁ ଉର୍ଦ୍ଧ୍ବ ଦେଶ ରେ ପାଳନ କରାଯାଇଆସୁଛି। ଆମ ସମାଜ ରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଓ ପରିବେଶ ସୁସ୍ଥ ରହିଲେ ହିଂଁ କିପରି ଏ ଜୀବଜଗତ ତିଷ୍ଠି ରହିବ ସେଥିପ୍ରତି ଲୋକ ଙ୍କୁ ସଚେତନ କରାଇବା ଆଶା ରେ ଏହି ଦିନ ଟିକୁ ବିଶ୍ବ ପରିବେଶ ଦିବସ ରୁପେ ପ୍ରତିବର୍ଷ ପାଳନ … Read more ଆଜି ବିଶ୍ୱ ପରିବେଶ ଦିବସ ,ଗଛଟିଏ ନିହାତି ଲଗାନ୍ତୁ ଏବଂ ପୃଥିବୀ କୁ ରକ୍ଷା କରନ୍ତୁ

ବାତ୍ୟା ଓ ମହାଦ୍ରୁମର ଆବଶ୍ୟକତା

ଓଡ଼ିଶା ଆଜି ପ୍ରକୃତିର କରାଳ କୋଳରେ କୋଳାଗ୍ରତ ।ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନର ଶିକାର ଆଜି ଓଡ଼ିଶା । ଫଳ ସ୍ୱରୂପ କେତେବେଳେ ବନ୍ୟା ତ କେତେବେଳେ ମହାବାତ୍ୟାକୁ ସାମ୍ନା କରୁଛି ଓଡ଼ିଶା ।ଧନଜୀବନ, ସମ୍ପତ୍ତିର ଆକଳନିୟ କ୍ଷତିରେ କ୍ଷତାକ୍ତ ହୋଇ ୨୦ ବର୍ଷ ତଳକୁ ଫେରି ଯାଉଛି ।ବିକାଶ ଆଜି ବିନାଶର କାରଣ ପାଲଟି ଯାଇଛି । ମଣିଷ ଗଛର ଡାଳରେ ବସି ଆଜି ସେହି ଗଛର ମୂଳକୁ କାଟିବାରେ ନିମଗ୍ନ ।କେତେବେଳେ ମହାବାତ୍ୟା ତ କେତେବେଳେ … Read more ବାତ୍ୟା ଓ ମହାଦ୍ରୁମର ଆବଶ୍ୟକତା

ମାତୃ ଦିବସ ରେ ମା ପାଇଁ କିଛି କଥା :ଉପସ୍ଥାପନା ଦିଲୀପ କୁମାର

ଏ ଧରାପୃଷ୍ଠରେ ଯାହା ପାଇଁ ପାଦ ଥାପିଛି , ନିଜ ଗର୍ଭରେ ଗୋଟିଏ ବୁନ୍ଦା ଜଳକୁ ଧାରଣ କରି ଗୋଟିଏ ଶରୀରର ରୂପ ଯେ ପ୍ରଦାନ କରିଛି,ନିଜ ଜୀବନକୁ ବାଜି ଲଗାଇ ଅସହ୍ୟ ଗର୍ଭ ଯନ୍ତ୍ରଣା ସହି ଯେ ଜନ୍ମ ଦେଇଛି , ନିଜେ ନ ଖାଇ ଖୁଆଇ ପିଆଇ ଯେ ବଡ଼ କରିଛି ,ନିଜେ ବାସୀ ଖାଦ୍ୟ ଖାଇ ଯେ ସଜ ଖୁଆଇଛି ,ସମସ୍ତେ ଖାଇବା ପରେ ଯେ ଖାଇଛି , ତଣ୍ଟିରେ ଲାଗିଲେ ପିଠି … Read more ମାତୃ ଦିବସ ରେ ମା ପାଇଁ କିଛି କଥା :ଉପସ୍ଥାପନା ଦିଲୀପ କୁମାର