ମାତୃ ଦିବସରେ ଏକ ମା ର କରୁଣ କଥା ,ନିହାତି ଥରେ ପଢନ୍ତୁ ଆପଣଙ୍କ ଆଖିରୁ ଲୁହ ଝରି ଆସିବ

(ଉପସ୍ଥାପନା :ଗୋପାଳ ଚନ୍ଦ୍ର:)ଆଖିରୁ ଝରି ପଡୁଥାଏ ଅମାନିଆ ଲୁହଧାର ତଥାପି ସେ ଶୁଭ ମନାସୁଥିଲା ପୁଅ ପାଇଁ ,ଦରଦୀ କଣ୍ଠରେ ଥରି ଥରି କହୁଥିଲା ମୁଁ ପରା ତାକୁ ଅନ୍ତ ଫାଡ଼ି ଜନମ ଦେଇଛି ,ଛାତିରୁ ଅମୃତ ପିଆଇ ବଡ କରିଛି …

ମାତୃ ଦିବସରେ ଏକ ମା ର କରୁଣ କଥା ,ନିହାତି ଥରେ ପଢନ୍ତୁ ଆପଣଙ୍କ ଆଖିରୁ ଲୁହ ଝରି ଆସିବ Read More

ଧନ୍ୟବାଦ୍ ଫନି,ଏହି ସବୁ ଶିକ୍ଷା ଦେଇଥିବାରୁ

ଫନି ର କ୍ଷୟକ୍ଷତି କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା, ହେଲେ ସୋସିଆଲ ମିଡିଆ ରେ ମଧ୍ୟ ଘୁରି ବୁଲୁଛି ଏକ ସୁନ୍ଦର ବାର୍ତ୍ତା। ଆସନ୍ତୁ ଜାଣିବା କଣ ଶିକ୍ଷା ଦେଲା ଆମକୁ ଫନି ଫନି, ତୁମେ ଆସିଲ କିଛି ସମୟ …

ଧନ୍ୟବାଦ୍ ଫନି,ଏହି ସବୁ ଶିକ୍ଷା ଦେଇଥିବାରୁ Read More

ବିଦ୍ୟୁତ ବିଭାଗର କର୍ମଚାରୀ ମାନସିକ ଚାପ ଦୂରେଇବେ କିପରି ?

କଥାରେ ଅଛି ” ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ” ।ଆମେ ମନୁଷ୍ୟ ଜାତି ହେଲେ ପରମେଶ୍ବରଙ୍କ ଦ୍ଵାରା ଏ ପୃଥିବୀରେ ଶ୍ରେଷ୍ଠ ସୃଷ୍ଟି । ଧରାପୃଷ୍ଠରେ ପାଦ ଦେବାଠାରୁ ଆରମ୍ଭ କରି ଏଠାରୁ ଅନ୍ତିମ ବିଦାୟ …

ବିଦ୍ୟୁତ ବିଭାଗର କର୍ମଚାରୀ ମାନସିକ ଚାପ ଦୂରେଇବେ କିପରି ? Read More

କନ୍ୟାରତ୍ନ

କବିତା  – କନ୍ୟାରତ୍ନ ଲେଖିକା –  ପ୍ରଣତି ବାରିକ ଇଶ୍ୱରଙ୍କ ଆଶିଷର ବରଦାନ ପାଇ ପୃଥିବୀକୁ ଆସିଲି ଯେ କନ୍ୟା ଭ୍ରୁଣ ହୋଇ। ଅନ୍ଧକାର, ନିଶବ୍ଦର ଗୋଲକ ଭିତରେ ଘୁରୁଥିଲି ପେଣ୍ଡୁପରି ମାତାଙ୍କ ଗର୍ଭରେ। ମନ ମଧ୍ୟେ ଭାବଇ ମୁଁ ଦୁନିଆ …

କନ୍ୟାରତ୍ନ Read More

କୁନି ଶିଶୁମାନଙ୍କ ପ୍ରତିଭା ଅନ୍ୱେଷଣ କରିବାକୁ ବିବେକାନନ୍ଦ ପାଠକ ମଞ୍ଚର ଅଭିନବ ପ୍ରୟାସ

ଶିଶୁ ହସିଲେ ହସିବ ଜୀବନ I ଆଜିର ଶିଶୁ କାଲିର ଭବିଷ୍ୟତ ,ଏକ ଉତ୍ତମ ଦେଶ ଗଠନ ରେ ଶିଶୁର ଭୂମିକା ଗୁରୁତ୍ୱପୂର୍ଣ୍ଣ I ତେଣୁ ଶିଶୁମାନଙ୍କ ଭିତରେ ଥିବା ପ୍ରତିଭା କୁ ଲୋକଲୋଚନ କୁ ଆଣି ସେମାନଙ୍କୁ ପୁରସ୍କୃତ କରିବାକୁ …

କୁନି ଶିଶୁମାନଙ୍କ ପ୍ରତିଭା ଅନ୍ୱେଷଣ କରିବାକୁ ବିବେକାନନ୍ଦ ପାଠକ ମଞ୍ଚର ଅଭିନବ ପ୍ରୟାସ Read More

ସତରେ କାଳିଆର ଲୀଳା ବଡ ଅଦଭୂତ :ଅନୁଭୂତି

(ଉପସ୍ଥାପନା :ଗୋପାଳ ଚନ୍ଦ୍ର )କିଏ କହେ ସେ ଜଗତର ନାଥ କିଏ କହେ ଭାବବିନୋଦିଆ କିନ୍ତୁ ଭକ୍ତ ପାଇଁ ସେ କେତେବେଳେ ଭଗବାନ ତ ଆଉ କେତେବେଳେ ସଖା ସହୋଦର I ଭକ୍ତ ପାଇଁ ସେ ବାଲିର ରଥରେ ବିଜେ କରିପାରେ …

ସତରେ କାଳିଆର ଲୀଳା ବଡ ଅଦଭୂତ :ଅନୁଭୂତି Read More

ତିତିଲି ଯେତିକି ନଡରେଇଲା ,ଅଧିକ ଭୟଭୀତ କରେଇଲା ଗଣମାଧ୍ୟମ ..

ରାଜ୍ୟରେ ଗତ ତିନି/ଚାରି ଦିନ ଧରି ତିତିଲି ର ଆଗମନ ରେ ସମସ୍ତ ଗଣମାଧ୍ୟମ ଏବଂ ସୋସିଆଲ ମିଡ଼ିଆ ରେ ଏତେ ପରିମାଣରେ ଚହଳ ପଡିଛି ଯେ ଓଡିଶା ଠାରୁ 600 କିଲୋମିଟର ଦୂରରେ ଥିବା ତିତିଲି ର ପ୍ରତି ମୁହୁର୍ତରେ …

ତିତିଲି ଯେତିକି ନଡରେଇଲା ,ଅଧିକ ଭୟଭୀତ କରେଇଲା ଗଣମାଧ୍ୟମ .. Read More

ଏକ ପ୍ଲଷ୍ଟିକ ମୁକ୍ତ ଜୀବନ

ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ ଏକ ନିତ୍ୟ ବ୍ୟବହୃତ ହେଉଥିବା ଜିନଷ ।ଦୈନନ୍ଦିନ ଜୀବନରେ ଏହା ବହୁଳ ପରିମାଣ ରେ ବ୍ୟବହୃତ କରାଯାଉଛି।ସକାଳ ଟିଫିନ୍ ,ପରିବା କିଣା ହେଉ ଅବା ରାସନ୍ ,ମନ୍ଦିର ଭୋଗ ହେଉ କି କୁଣିଆ ଘର କୁ ମିଠା …

ଏକ ପ୍ଲଷ୍ଟିକ ମୁକ୍ତ ଜୀବନ Read More

ଜୀବନର ଯାତ୍ରା ରୁ ଅବସର ହିଁ ଶେଷ ଆଶା !!

ଅନେକ ଦିନ ପରେ ରାମ ବାବୁଙ୍କ ସହ ଆମ ଗାଂଁ ହାଟରେ ଦେଖାହୋଇଗଲା ।ଚାକିରୀ ଓ ପରିବାର ସହ ସମୟ କଟାଉ କଟାଉ ବହୁତକମ ସମୟ ମିଳେ ମୋର ବନ୍ଧୁମାନଙ୍କ ସମୟ କଟାଇବାପାଇଂଁ ।କିନ୍ତୁ ସପ୍ତାହ ରେ ଥରେ ଆମ ଗାଂଁ …

ଜୀବନର ଯାତ୍ରା ରୁ ଅବସର ହିଁ ଶେଷ ଆଶା !! Read More

ଜୀବନକୁ କି ଅବା ଭରଷା …. ଜୀବନକୁ ନେଇ ଏକ ସୁନ୍ଦର ଉପସ୍ଥାପନା

ସୁର୍ଯ୍ୟାସ୍ତ ହୁଏ ଏକ ନୁତନ ସକାଳ ର ଆଶା ଦେଇ ,ଠିକ ଆମ ଜୀବନ ଭଳି ।ଜନ୍ମ ଆଉ ମୃତ୍ୟୁ ର ମଝି ସମୟ ଭିତରେ କେତେ ଯେ ଘଟଣା ଓ ଦୁର୍ଘଟଣା ଘଟିଯାଏ ତାର ହିସାବ ନାହିଂଁ । କିଏ …

ଜୀବନକୁ କି ଅବା ଭରଷା …. ଜୀବନକୁ ନେଇ ଏକ ସୁନ୍ଦର ଉପସ୍ଥାପନା Read More