ଗ୍ରୀଷ୍ମ ଛୁଟିର ଅବସାନ (ଶିକ୍ଷକ ସ୍ପେଶିଆଲ)

ଆନନ୍ଦ ଉଲ୍ଲାସେ ଖଟିଗଲା ଦିନ ଜଣା ପଡିଲାନି ଛୁଟି ନିକଟରେ ଦେଖ ମାଡି ଆସିଲାଣି କରିବାକୁ ହେବ ଡ୍ୟୁଟି । ସମୟ କାଟିଲେ ମନ ମଉଜରେ ପର୍ୟଟନ ତୀର୍ଥସ୍ଥଳ ଆଉ କିଏ ନୂଆ ସ୍ଥାନ ଭ୍ରମଣରେ ବିତାଇଲେ ଗ୍ରୀଷ୍ମ କାଳ । କିଏ ବୁଲିଗଲା ଝିଅ ଜ୍ବାଇଁଘରେ ନାତିନାତୁଣୀ ଙ୍କୁ ଦେଖି ଆଉ କିଏ ଘରେ ଘର କାମ କରି ଦେହ ମୁହଁ ଗଲା ସୁଖି । ଗ୍ରୀଷ୍ମ ର ତାତିଟି କମିଗଲା ଚାହେଁ ବର୍ଷିଲା ବର୍ଷାର … Read more ଗ୍ରୀଷ୍ମ ଛୁଟିର ଅବସାନ (ଶିକ୍ଷକ ସ୍ପେଶିଆଲ)

ଝିଅ

କବିତା:- ଝିଅ (ଯାଜ୍ଞସେନୀ ନାୟକ ) ଘରକୁ ଆସିଲେ ଯିଏ ଦୋୖଡିକରି ପାଖକୁ ଆସେତାକୁ କହନ୍ତି ଝିଅଥାକିଗଲେ ଯିଏ ଶ୍ରଦ୍ଧାରେ ମଥା ସହଲାଇ ଦିଏତାକୁ କହନ୍ତି ଝିଅ“କାଲି ଆଣିଦେବି”କହିବାରେ ଯିଏ ବୁଝିଯାଏତାକୁ କହନ୍ତି ଝିଅମନକୁ ମନ ଫୁଲରେ ଯିଏ ଘରକୁ ସଜାଏତାକୁ କହନ୍ତି ଝିଅପ୍ରତିଦିନ ଔଷଧ କଥା ଯିଏ ମନେ ପକାଇଦିଏତାକୁ କହନ୍ତି ଝିଅଦୂରକୁ ଗଲେ ଯିଏ ବହୁତ୍ କାନ୍ଦିଥାଏତାକୁ କହନ୍ତି ଝିଅସବୁ ସହିଯାଇ ନିଜ ଦୁଃଖକୁ ଯିଏ ଲୁଚାଏତାକୁ କହନ୍ତି ଝିଅସ୍ୱାମୀର ହୋଇ ଯିଏ ବାପାମାଆ … Read more ଝିଅ

ନିଜ ଜନ୍ମ ତାରିଖରୁ  ଜାଣନ୍ତୁ ନିଜ ବିବାହ ବିଷୟରେ !! Love  marriage ନା Arranged marriage  ?

କୁହାଯାଏ ବିବାହ ସ୍ଵର୍ଗରେ ହିଁ ହେଇଥାଏ , ଯିଏ ଯାହା ହାଣ୍ଡିରେ ଚାଉଳ ପକାଇଥାଏ  ତାକୁ ହିଁ ଜୀବନ ସାଥି ଭାବରେ ପାଇଥାଏ ବୋଲି ଓଡ଼ିଆରେ ଏକ ଢଗ ଅଛି I  କିନ୍ତୁ ଯୁବକ ଯୁବତୀ  ମାନଙ୍କ ମନରେ  ବିବାହ କୁ ନେଇ ସବୁବେଳେ ଗୋଟିଏ ପ୍ରଶ୍ନ ଉଙ୍କିମାରେ  ଯେ ସେମାନଙ୍କର ପ୍ରେମ ବିବାହ   ନା  ପରିବାର ନିଷ୍ପତି ରେ ବିବାହ ହେବ ? ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଜନ୍ମ  ତାରିଖରୁ  ଆମେ ଜାଣିପାରିବା … Read more ନିଜ ଜନ୍ମ ତାରିଖରୁ  ଜାଣନ୍ତୁ ନିଜ ବିବାହ ବିଷୟରେ !! Love  marriage ନା Arranged marriage  ?

ଚିତ୍ରିତ ଅନ୍ଧାର

## ଚିତ୍ରିତ ଅନ୍ଧାର ## ମୁଁ ଖୋଜୁଛି ମୋ ଚରିତ୍ରର ଚିତ୍ରିତ ଅନ୍ଧାର କେତେ ପାପ କେତେ ପୂଣ୍ୟ ବୈଭବ ଓ ବୈରାଗ୍ୟ ର ମିଶାଣ ଫେଡାଣ, ପଳାଶ ବନେ ଖୋଜୁଛି ବାସନାର ବିମୁଗ୍ଧ ଜୁଆର ଜୁଆରରେ ମୋତି ଭର୍ତ୍ତି ଶାମୁକାର ନିଶବ୍ଦ କମ୍ପନ ।। ମୁଁ ଖୋଜୁଛି ମୋ ଛାଇରେ ଆଲୁଅ କୁ ପିଠିକରି ପାପାସକ୍ତ ପିଶାଚର ନିଷିକ୍ତ ନିଶାଣ , ନିଦ୍ରିତ ପୃଥିବୀର ଅବଚେତନରୁ ଚୈତନ୍ୟର ଚମତ୍କାରୀ ଉପାଦାନ ମାନ ।। ମାପୁଛି ମୁଁ … Read more ଚିତ୍ରିତ ଅନ୍ଧାର

ସ୍ୱର୍ଗାଧାମ ରୁ  ହତଭାଗିନି କୁନ୍ଦୁଲି ପୀଡିତା ର କରୁଣ  ଚିଠି

ସେଦିନ  ବହୁତ ଖିସିରେ ଫେରୁଥିଲି ହଠାତ ଯେମିତି  ମୋ ଜୀବନରେ ସୁନାମି ପରି ବହି ଆସିଲା  ଅଶାନ୍ତ ଝଡ  କ୍ଷଣିକ ଭିତରେ  ସବୁ ଓଲଟ ପାଲଟ ହେଇଗଲା । ଆଉ ମୁଁ ସାଜିଗଲି ନବମ ଶ୍ରେଣୀର ନାବାଳିକା ଛାତ୍ରୀ ରୁ କୁନ୍ଦୁଲି ପୀଡିତା ଧର୍ଷିତା I ତଥାପି ମୁଁ ହାରିଯାଇନଥିଲି , ଏଥିରେ ମୋର ବା କଣ ଦୋଷ ଥିଲା ? ଦୋଷ ତ ସେଇ ଯବାନ ମାନଙ୍କର ଥିଲା ଯେଉଁଥିପାଇଁ ମୁଁ ଲଢିଥିଲି ସେମାନଙ୍କ ବିରୁଧରେ … Read more ସ୍ୱର୍ଗାଧାମ ରୁ  ହତଭାଗିନି କୁନ୍ଦୁଲି ପୀଡିତା ର କରୁଣ  ଚିଠି