୫୦ ହଜାର ଛାତ୍ରଛାତ୍ରୀ  ଏକା ସାଂଗ ରେ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଆଜି ମକର ସଂକ୍ରାନ୍ତି ଅବସରରେ ବରମୁଣ୍ଡା ପଡିଆରେ ବିଶାଳ ଶିଶୁ ମହୋତ୍ସବ ଆୟୋଜନ କରାଯାଇଛି । ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟିତ କରିବା ସହ ଶିଶୁମାନଙ୍କ ସହ ସାମୂହିକ ଭାବରେ ଦେଶ ବନ୍ଦନା ଗାନ କରିଥିଲେ । ଏଥିରେ ରାଜ୍ୟର ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ଯୋଗ ଦେଇ ବନ୍ଦେ ମାତରମ୍ ଓ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।  ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଦ୍ବାରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। Tags:

ମୋଟର ସାଇକେଲରେ ପୁଣି ବୁହାହେଲା ଶବ

କେତେବେଳେ କାନ୍ଧରେ ଶବ ବୁହା ତ କେତେବେଳେ ଟ୍ରଲିରେ ଶବ ବୁହା ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ମାଲକାନଗିରି ଜିଲ୍ଲାରେ ଏବେ ମୋଟର ସାଇକେଲରେ ଶବ ନେବା ଘଟଣା ପଦାକୁ ଆସିବା ସହ ସ୍ୱାସ୍ଥ୍ୟ ବିଭାଗର ଅପାରଗତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କୁଡ଼ୁମୁଲୁଗୁମ୍ମା ପଂଚାୟଚ ଠାରୁ ୫ କିଲୋମିଟର ଦୂରରେ ଥିବା ନୂଆଗୁଡ଼ା ଗ୍ରାମର ଭଗବାନ ଗଲୋରୀଙ୍କ ଛାତି ଯନ୍ତ୍ରଣା ହେବାରୁ ପରିବାର ଲୋକ କୁଡ଼ୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। … Read more ମୋଟର ସାଇକେଲରେ ପୁଣି ବୁହାହେଲା ଶବ

ବାପI ର ପାପ :-ବୋହୂକୁ ବଳାତ୍କାର କଲା ପରେ ନିଆଁ ଲଗାଇ ଦେଲା ଶ୍ୱଶୁର

ମୟୂରଭଞ୍ଜ ଜିଲା ରାଇରଙ୍ଗପୁରରେ ଏକ ଅମାନବୀୟ ଘଟଣା ସାମନାକୁ ଆସିଛି। । ଘଟଣା ଅନୁଯାୟୀ, ଶୁକ୍ରବାର ଘରେ କେହି ନ ଥିବା ବେଳେ ଶ୍ୱଶୁର ବୋହୂଙ୍କୁ ବଳାତ୍କାର କରିଥିଲେ। କଥା ପ୍ରଘଟ ହେବା ଆଶଙ୍କାରେ ପରେ ସେ ବୋହୂଙ୍କୁ କିରୋସିନି ଢାଳି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଚିତ୍କାର କରିବାରୁ ପୀଡ଼ିତାଙ୍କ ସ୍ବମୀ ତାଙ୍କୁ ବଞ୍ଚାଇବାକୁ ଆସି ଆହତ ହୋଇଥିଲେ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ବୋହୂଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜାମସେଦପୁରକୁ ସ୍ଥାନାନ୍ତର କରାଯାଇଛି। … Read more ବାପI ର ପାପ :-ବୋହୂକୁ ବଳାତ୍କାର କଲା ପରେ ନିଆଁ ଲଗାଇ ଦେଲା ଶ୍ୱଶୁର

ନୂଆ ବର୍ଷରେ ନନ୍ଦନକାନନ ରେ  ବାଘୁଣୀ ‘ଅଙ୍କିତା’ ଦେଲା  ନୂଆ ଉପହାର

ନନ୍ଦନକାନନରେ ବାଘୁଣୀ ‘ଅଙ୍କିତା’ ୨ଟି ଶିଶୁ ଶାବକ ଜନ୍ମ ଦେଇଛି । ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।  ଗତକାଲି ରାତି ୧୦ଟା ୧୨ ମିନିଟରେ ପ୍ରଥମ ଶାବକ ଓ ୧୦ଟା ୪୦ ମିନିଟରେ ଦ୍ୱିତୀୟ ଶାବକକୁ ଅଙ୍କିତା ଜନ୍ମ ଦେଇଥିଲା। ଏହି ଦୁଇ ଶାବକଙ୍କୁ ମିଶାଇ ନନ୍ଦନକାନନର ବାଘ ସଂଖ୍ୟା ୨୬ରେ ପହଞ୍ଚିଛି ।   ସେମାନଙ୍କ ମଧ୍ୟରୁ ୮ ଟି ଧଳା ବାଘ ( ୩ ଅଣ୍ଡିରା, ୫ … Read more ନୂଆ ବର୍ଷରେ ନନ୍ଦନକାନନ ରେ  ବାଘୁଣୀ ‘ଅଙ୍କିତା’ ଦେଲା  ନୂଆ ଉପହାର

ନ୍ୟାୟ ମାଗୁଛନ୍ତି 70 ବର୍ଷର ବୃଦ୍ଧା:- 6 ଦିନ ଧରି ଦୌଡିଲେଣି ହେଲେ ମିଳୁନି ଏତଲା କପି

୪ ବର୍ଷର ନାତିକୁ ଧରି ନ୍ୟାୟ ପାଇଁ   ଥାନା ସମ୍ମୁଖରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ  ବସିରହିଛନ୍ତି  ବୃଦ୍ଧା  ହେଲେ  କାହାର ନଜର ପଡୁନି I ନ୍ୟାୟ ତ ଦୂରେ ଥାଉ ଏତଲା କପି ର ନକଲ ପାଇଁ ସକାଳୁ ସନ୍ଧ୍ୟା ଯାଏଁ 6 ଦିନ ଧରି ପ୍ରତିଦିନ  ଆସିକି ଫେରି  ଯାଉଛନ୍ତି 70 ବର୍ଷର ବୃଦ୍ଧା  ହେଲେ ମିଳୁନି ଏତଲା କପି I  ଗତ ଶନିବାର ଦିନ ୟୁନିଟ୍‌-୯ ବେହେରାସାହି ଅଞ୍ଚଳରେ   ରହୁଥିବା ସାଇ … Read more ନ୍ୟାୟ ମାଗୁଛନ୍ତି 70 ବର୍ଷର ବୃଦ୍ଧା:- 6 ଦିନ ଧରି ଦୌଡିଲେଣି ହେଲେ ମିଳୁନି ଏତଲା କପି

ବିଶ୍ୱର ଚର୍ଚ୍ଚିତ ନେତା  ମାନଙ୍କ ଭିତରେ   ୩ୟ ହେଲେ ମୋଦି

ବିଶ୍ୱର ୩ୟ ଚର୍ଚ୍ଚିତ ନେତା ହେଲେ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର  ମୋଦି I  ଏକ ଆନ୍ତର୍ଜାତିକ ସର୍ବେକ୍ଷଣ (ଗ୍ୟାଲୁପ୍‌ ଇଣ୍ଟରନେସନାଲ୍‌) ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର  ବିଶ୍ୱର ପ୍ରମୁଖ ୩ ଜଣ ନେତାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ ରାଷ୍ଟ୍ରପତ ସି. ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବହୁ  ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ପ୍ରମୁଖ ୩ ଜଣ ନେତାଙ୍କ ମଧ୍ୟରେ … Read more ବିଶ୍ୱର ଚର୍ଚ୍ଚିତ ନେତା  ମାନଙ୍କ ଭିତରେ   ୩ୟ ହେଲେ ମୋଦି

​ମୃତ ଶିଶୁକୁ ଶ୍ମଶାନ ନେଉଥିଲେ,ବାଟରେ ହେଲା ଏମିତି ଚମତ୍କାର

ଗୱଳିପୂର୍,ମଧ୍ୟ ପ୍ରଦେଶ କଥା ରେ ଅଛି ଦଇବ ଲିଖନ କେ କରିବ ଆନ। ମଧ୍ୟପ୍ରଦେଶ ରେ ଘଟିଛି ଏହି ଭଳି ଏକ ଘଟଣା। ଗୱଳିପୂର୍ ଜିଲ୍ଲା ରେ ବସ ବାସ କରୁଥିବା ସିବାମ୍ ଦ୍ବିବେଦୀ ଙ୍କ ନଭମ୍ବରରେ ଏକ ଶିଶୁ ପୁତ୍ର ଜାତ ହେଇଥିଲା ଏବଂ କିଛି ଦିନ ପରେ ଶିଶୁ ଟି ଅସୁସ୍ଥ ହେବାରୁ ତାକୁ ହସ୍ପିଟାଲ୍ ରେ ଚିକିତ୍ସା କର ଯାଏଁ ଥିଲା ଏବଂ ସୁଷ୍ଟ ହେବ ପରେ ଘରକୁ ଆଣିଥିଲେ। ମାତ୍ର କିଛି … Read more ​ମୃତ ଶିଶୁକୁ ଶ୍ମଶାନ ନେଉଥିଲେ,ବାଟରେ ହେଲା ଏମିତି ଚମତ୍କାର

ବାର୍ତ୍ତା

ଓଡିଶା ରେ ଭାଇରାଲ ହେଇଥିବା ଭିଡିଓ ହେଉ କିମ୍ବା ଖବର କୁ ବିଗତ 5 ମାସ ଧରି ଆପଣ ଙ୍କ ପାଖରେ ସର୍ବ ପ୍ରଥମେ ପହଞ୍ଚାଇବାକୁ ଆମ ପ୍ରୟାସରେ ଆପଣଙ୍କର ଅକୁଣ୍ଠ ଭଲ ପାଇବା କୁ ଆମେ ହୃଦୟ ରୁ ସ୍ୱାଗତ କରୁଛୁ କେବଳ ଆପଣଙ୍କ ଭଲପାଇବା ଯୋଗୁ ହିଁ ଆମେ ଆଜି ଓଡ଼ିଶାର ସୋସିଆଲ ମିଡିଆରେ ଶ୍ରେଷ୍ଠ ଦଶଟି ପୃଷ୍ଠା ମଧ୍ୟରେ ପହଂଚିପାରିଛୁ ଏବଂ ଆଗାମୀ ଦିନରେ ଆପଣଙ୍କର ସେହି ଭଲପାଇବା କୁ ପାଥେୟ କରି … Read more ବାର୍ତ୍ତା