ବିଶ୍ୱର ଚର୍ଚ୍ଚିତ ନେତା  ମାନଙ୍କ ଭିତରେ   ୩ୟ ହେଲେ ମୋଦି

ବିଶ୍ୱର ୩ୟ ଚର୍ଚ୍ଚିତ ନେତା ହେଲେ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର  ମୋଦି I  ଏକ ଆନ୍ତର୍ଜାତିକ ସର୍ବେକ୍ଷଣ (ଗ୍ୟାଲୁପ୍‌ ଇଣ୍ଟରନେସନାଲ୍‌) ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର  ବିଶ୍ୱର ପ୍ରମୁଖ ୩ ଜଣ ନେତାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ ରାଷ୍ଟ୍ରପତ ସି. ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବହୁ  ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ପ୍ରମୁଖ ୩ ଜଣ ନେତାଙ୍କ ମଧ୍ୟରେ … Read more ବିଶ୍ୱର ଚର୍ଚ୍ଚିତ ନେତା  ମାନଙ୍କ ଭିତରେ   ୩ୟ ହେଲେ ମୋଦି

​ମୃତ ଶିଶୁକୁ ଶ୍ମଶାନ ନେଉଥିଲେ,ବାଟରେ ହେଲା ଏମିତି ଚମତ୍କାର

ଗୱଳିପୂର୍,ମଧ୍ୟ ପ୍ରଦେଶ କଥା ରେ ଅଛି ଦଇବ ଲିଖନ କେ କରିବ ଆନ। ମଧ୍ୟପ୍ରଦେଶ ରେ ଘଟିଛି ଏହି ଭଳି ଏକ ଘଟଣା। ଗୱଳିପୂର୍ ଜିଲ୍ଲା ରେ ବସ ବାସ କରୁଥିବା ସିବାମ୍ ଦ୍ବିବେଦୀ ଙ୍କ ନଭମ୍ବରରେ ଏକ ଶିଶୁ ପୁତ୍ର ଜାତ ହେଇଥିଲା ଏବଂ କିଛି ଦିନ ପରେ ଶିଶୁ ଟି ଅସୁସ୍ଥ ହେବାରୁ ତାକୁ ହସ୍ପିଟାଲ୍ ରେ ଚିକିତ୍ସା କର ଯାଏଁ ଥିଲା ଏବଂ ସୁଷ୍ଟ ହେବ ପରେ ଘରକୁ ଆଣିଥିଲେ। ମାତ୍ର କିଛି … Read more ​ମୃତ ଶିଶୁକୁ ଶ୍ମଶାନ ନେଉଥିଲେ,ବାଟରେ ହେଲା ଏମିତି ଚମତ୍କାର

ପ୍ରକାଶ ପାଇଲା ​ଶିକ୍ଷା ସହାୟକ ୨୦୧୬ ର ମେରିଟ୍ ଲିଷ୍ଟ୍

ଶିକ୍ଷା ସହାୟକ ୨୦୧୬ ର ମେରିତ୍ ଲିଷ୍ଟ ଆଜି ପ୍ରକାଶ ପାଇଛି। ଆପ୍ଲାୟ କରିଥିବା ପ୍ରାଥି ମାନେ ଓପେପା ୱେବସାଇଟ କୁ ଯାଇ ସେମାନଙ୍କ ର ନାମ ଚେକ୍ କରି ପାରିବେ। Link ଆଜି ପ୍ରଥମ ସେଲେକସନ୍ ଅଟେ ଏବଂ ଏହା ପରେ ପରେ ଅନ୍ୟ ସେଲେକସନ ର ତାଲିକା ପ୍ରକାଶ ପାଇବ। ନିମ୍ନ ରେ ସବିଶେଷ ବିବରଣୀ ର ଫୋଟୋ ଦିଆଗଲା।

ମୁଖ୍ୟମନ୍ତ୍ରୀ ଏବଂ ବୈଜୟନ୍ତ ବାବୁଙ୍କ ମଧ୍ୟରେ ଟଣା ଓଟରା:-ଅସନ୍ତୁଷ୍ଟ ଅବୁଝା ନେତା  ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ  ଚେତାବନୀ ନିଆଯିବ କାର୍ଯ୍ୟାନୁଷ୍ଠାନ

କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀଙ୍କ  କାର୍ଯ୍ୟାଳୟକୁ ଟାର୍ଗେଟ କରୁଥିବା ବିଜେଡି ନେତାଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ଆଙ୍ଗୁଠି ଦେଖାଇଛନ୍ତି। ଦଳ ଭିତରେ ଶୃଙ୍ଖଳା ରକ୍ଷା କରୁନଥିବା ଅବୁଝା ନେତାଙ୍କୁ ଠିକଣା ସମୟରେ ଉଚିତ ଦଣ୍ଡ ମିଳିବ ବୋଲି  ଚେତାବନୀ ଦେଇଛନ୍ତି ।ଏବଂ କହିଛନ୍ତି ଯେତେବେଳେ କୌଣସି ପ୍ରସଙ୍ଗ ନଥାଏ ସେତେବେଳେ ସେମାନେ ମୋ ଅଫିସକୁ ଟାର୍ଗେଟ୍ କରିଥା’ନ୍ତି  । ଏଥିରେ କିଛି ନୂତନତ୍ୱ ନାହିଁ  । ଏହା ସହ ବୈଜୟନ୍ତଙ୍କୁ ଜବାବ ମଗାଯିବା ନେଇ ସେ କହିଛନ୍ତି, ଯାହା … Read more ମୁଖ୍ୟମନ୍ତ୍ରୀ ଏବଂ ବୈଜୟନ୍ତ ବାବୁଙ୍କ ମଧ୍ୟରେ ଟଣା ଓଟରା:-ଅସନ୍ତୁଷ୍ଟ ଅବୁଝା ନେତା  ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ  ଚେତାବନୀ ନିଆଯିବ କାର୍ଯ୍ୟାନୁଷ୍ଠାନ

ବାର୍ତ୍ତା

ଓଡିଶା ରେ ଭାଇରାଲ ହେଇଥିବା ଭିଡିଓ ହେଉ କିମ୍ବା ଖବର କୁ ବିଗତ 5 ମାସ ଧରି ଆପଣ ଙ୍କ ପାଖରେ ସର୍ବ ପ୍ରଥମେ ପହଞ୍ଚାଇବାକୁ ଆମ ପ୍ରୟାସରେ ଆପଣଙ୍କର ଅକୁଣ୍ଠ ଭଲ ପାଇବା କୁ ଆମେ ହୃଦୟ ରୁ ସ୍ୱାଗତ କରୁଛୁ କେବଳ ଆପଣଙ୍କ ଭଲପାଇବା ଯୋଗୁ ହିଁ ଆମେ ଆଜି ଓଡ଼ିଶାର ସୋସିଆଲ ମିଡିଆରେ ଶ୍ରେଷ୍ଠ ଦଶଟି ପୃଷ୍ଠା ମଧ୍ୟରେ ପହଂଚିପାରିଛୁ ଏବଂ ଆଗାମୀ ଦିନରେ ଆପଣଙ୍କର ସେହି ଭଲପାଇବା କୁ ପାଥେୟ କରି … Read more ବାର୍ତ୍ତା