ଏବେ ରତ୍ନ ଭଣ୍ଡାର ଖୋଲିବା ନିଷ୍ପତି ରେ ଲାଗିଚି ରୋକ୍।
ଏବେ ରାଜ୍ୟ ସରକାର ଅନୁମତି ଦେଲା ପରେ ଯାଇ ଯାହା ନିଷ୍ପତି ନିଆଯିବ। ରତ୍ନ ଭଣ୍ଡାର ର କୌଣସି ରତ୍ନ ପରଖା ଯିବ ନାହିଁ କେବଳ ଭିତ୍ତିଭୂମି ର ଅନୁଧ୍ୟାନ କରା ଯିବ।
ଶ୍ରୀ ମନ୍ଦିର ର ମୁଖ୍ୟ ପ୍ରଶାସକ ଆଜି ଏହି ନିଷ୍ପତି ଗଣ ମାଧ୍ୟମ କୁ ଜଣାଇଛନ୍ତି।
ଶ୍ରୀ ମନ୍ଦିର ପ୍ରଶାସନ ଏକତରଫା ଭାବେ ଯେମିତି ରତ୍ନ ଭଣ୍ଡାର ଖୋଲିବାକୁ ବାହାରିଥିଲେ ସେମାନେ ସେଥିରୁ ଏକ ତରଫା ଓହରି ଯାଇଛନ୍ତି।