ଆଜି ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଯାଇଛି Iଭୁବନେଶ୍ୱର ଆସୁଥିବା ସମୟରେ ବାଲେଶ୍ୱର ଖନ୍ତାପଡ଼ା ଷ୍ଟେସନ ନିକଟସ୍ଥ ଅତାପୁର ପାଖରେ ହଠାତ ଟ୍ରେନର ଏକ ବଗିରେ ନିଆଁ ଲାଗିଯାଇଥିଲା I ହୁତୁହୁତୁ ହେଇ ବଗି ରେ ଜଳୁଥିବା ଦେଖାଯାଇଥିଲା ତେବେ ଜଣାପଡିଥିଲା କି ଜେନେରେଟର ବଗିରେ କୌଣସି କାରଣ ରୁ ନିଆଁ ଲାଗିଥିଲା I ଅଗ୍ନିଶମ ବିଭାଗ ସେଠାରେ ପହଁଚି ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି I ଘଟଣା ରେ କୌଣସି କ୍ଷୟକ୍ଷତି ହେଇନଥିଲେ ମଧ୍ୟ ଟ୍ରେନ ର ବଗି ଜଳିଯାଇଛି I ନିଆଁ ର କାରଣ ଜଣାପଡିନାହିଁ I