ପେଟିଏମ୍ ଏହାର User name ନାମ ବିନୋଦକୁ ବଦଳାଇ ଦେଇଛି। ଟିଣ୍ଡର ଇଣ୍ଡିଆ ବିନୋଦ ପାଇଁ ବିନୋଡିନି ଖୋଜିବା ଆରମ୍ଭ କରି ଦେଇଚି ବୋଲି ଲେଖିଛି।
SWIGGY ବିନୋଦଙ୍କ କଲ୍ ପାଇଁ ଅପେକ୍ଷା କରିଛି, ଏୟାରଟେଲ୍ ଏହାର ସମସ୍ତ କଲ୍ ବିନୋଦ ହେବ ବୋଲି ଆଶା କରିଥିଲା |
ତେବେ ଚାରି ଆଦେ ଏବେ ବିନୋଦ ବିନୋଦ ବିନୋଦ। କିଏ ଏହି ବିନୋଦ??
ସଂପୂର୍ଣ୍ଣ ଏହି ଲେଖା ପଢନ୍ତୁ ଆମେ ଟିକ ନିକ୍ ରେ ସବୁ ଜଣାଇ ଦେବୁ କିଏ ଏହି ବିନୋଦ ଏବଂ କାହିଁକି ସୋଡିଆଲ୍ ମିଡ଼ିଆ ରେ ଭାଏରାଲ୍ ହଉଚି ଏହି ବିନୋଦ।
ବିନୋଦଙ୍କ ନାମ ବିନୋଦ ଥରୁ। ତାଙ୍କର ଏକ ୟୁଟ୍ୟୁବ୍ ଆକାଉଣ୍ଟ୍ ଅଛି କିନ୍ତୁ ସେଥିରେ କୌଣସି ଭିଡିଓ ନାହିଁ |
ଏହି ବିନୋଦ ଥରୁ ନାମକ ବ୍ୟକ୍ତି YouTube କୁ ଯାଇ ଯେଉଁ ଭିଡିଓ ଦେଖନ୍ତି ସେହି ଭିଡିଓ ର କମେଣ୍ଟ ରେ ନିଜ ନା ଲେଖି ଦିଅନ୍ତି ” ବିନୋଦ”.
କିଛି ଦିନ ତଳେ, ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଏକ ମଜାଳିଆ ଭିଡିଓ ପ୍ରସ୍ତୁତ କରି ୟୁଟ୍ୟୁବ୍ କମେଣ୍ଟ୍ ଗୁଡ଼ିକ କେତେ ଅର୍ଥହୀନ ଏବଂ ଉଦାହରଣ ସ୍ୱରୂପ ‘ବିନୋଦ’ କମେଣ୍ଟ୍ କୁ ଦେଖାଇ ଥିଲା |,