ହଜିଗଲା ମାଟ୍ରିକ ଖାତା : କର୍ମଚାରୀ ନିଲମ୍ବିତ

କେନ୍ଦ୍ରାପଡ଼ା ରୁ ବାରିପଦା ଯାଉଥିବା ମାଟ୍ରିକ ଖାତା ଗାଡ଼ି ରୁ ଖସି ହଜିଯିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ତେବେ ଏ ନେଇ ସଂପୃକ୍ତ କର୍ମଚାରୀ ଙ୍କୁ ନିଲମ୍ବିତ କର ଯାଇଛି। ତେବେ ପରବର୍ତ୍ତୀ ସମୟରେ ଆନନ୍ଦପୁରରେ ର ଜଣେ ପାନ ଦୋକାନୀ ସେ ଖାତା କୁ ପାଇ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ଜିମା ଦେଇଛନ୍ତି।

ଏହି ଘଟଣା କୁ ନେଇ ଅଭିଭାବକ ତଥା ଛାତ୍ର ଛାତ୍ରୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପିଲାମାନଙ୍କ ଭବିଷ୍ୟତ କୁ ନେଇ ବୋର୍ଡ କର୍ତ୍ତୃପକ୍ଷ ଙ୍କ ଅବହେଳା କୁ ନିନ୍ଦା କରାଯାଇଛି।

Leave a Reply

Your email address will not be published. Required fields are marked *